WHOର କରୋନା ଚେତାବନୀ: ଭାରତର ୬ଟି ରାଜ୍ୟରେ ବଢ଼ିଲା ସଂକ୍ରମଣ, ଅକାଳରେ ଚାଲିଗଲା ଅନେକ ଜୀବନ
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ ପୁଣି ଥରେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱର ପ୍ରମୁଖ ସଂକ୍ରମିତ ଦେଶ ମଧ୍ୟରେ ଭାରତ ରହିଥିବା ନେଇ ନିକଟରେ…