ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି । ବିଶ୍ୱର ୫୦ଟି ପ୍ରାକୃତିକ ପରିବେଶ…

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇ ପାରିବ! ମରିବା ପରର ୬ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, ଆମେରିକା ଡାକ୍ତରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ସୃଷ୍ଟି । ବୃକ୍ଷଲକ୍ଷତା, ପଶୁପକ୍ଷୀ, ସରିସୃପଙ୍କ ଅପେକ୍ଷା ମଣିଷକୁ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗ୍ରହଣ କରାଯାଇଥାଏ । ମୃତ୍ୟୁ ପରେ ମଣିଷ ଦୁନିଆରୁ ମୁକ୍ତ ହୋଇ…

ପୁଣି ଆସିଲା ଛଟେଇ ଝଡ଼: ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ…

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡରେ ଚାକିରି ସୁଯୋଗ: ଏପ୍ରିଲରେ ହେବ ପରୀକ୍ଷା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ ଓ ସିନିୟର…

ଦେଶର ସମସ୍ତ ହାଇକୋର୍ଟ ୩ ମାସ ମଧ୍ୟରେ ଅନଲାଇନ୍ RTI Portal ସ୍ଥାପନ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ହାଇକୋର୍ଟରେ ଅନଲାଇନ୍ ସୂଚନା ଅଧିକାର (ଆରଟିଆଇ) ପୋର୍ଟାଲ ଦାବି ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ…

ଦୁଃଖ ଖବର: ପରଲୋକରେ ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଡିଙ୍ଗା ସ୍ଥିତ ବାସଭବନରେ…

ଶେଷରେ ଦୁଃଖ ବୁଝିଲେ ଈଶ୍ୱର: ଆମେରିକାରେ ନୂଆ ଜୀବନ ଆରମ୍ଭ କରିବ ୪ ବର୍ଷର ଝିଅ ‘ନିରୁପା’, ୪ ବର୍ଷ ତଳର ଲୋମଟାଙ୍କୁରା କାହାଣୀ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଏ ଦୁନିଆରେ ଯାହାର କେହି ନାହାନ୍ତି ତାକୁ ସ୍ୱୟଂ ଉପରବାଲା ସହାୟ ହୁଅନ୍ତି । ଏପରି କିଛି ଘଟିଛି ଗୋଟିଏ ୪ ବର୍ଷର ନିରୀହ ଶିଶୁ ‘ନିରୁପା’ ସହିତ । ଏଇ ନିରୀହ ଝିଅ ନିରୁପାର…

ମୋଦୀ ସରକାରଙ୍କ ମେଗା ପ୍ରୋଜେକ୍ଟ: ଦେଶର ୭ଟି ରାଜ୍ୟରେ ପ୍ରତିଷ୍ଠା ହେବ ‘PM MITRA’ ପାର୍କ, ୨୦ ଲକ୍ଷ ଲୋକଙ୍କୁ ଦିଆଯିବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ ନିଯୁକ୍ତି କ୍ଷେତ୍ର ପ୍ରତି ବିଶେଷ ଭାବେ ଫୋସକ କରୁଛନ୍ତି । ଦେଶର ଗରିବ ଶ୍ରେଣୀର ଲୋକମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଅନେକ…

UGC ଅଧ୍ୟକ୍ଷଙ୍କ ସୂଚନା: ଚଳିତ ବର୍ଷ CUET ପ୍ୟାଟର୍ଣ୍ଣରେ କ’ଣ ସବୁ ବଦଳିବ, ଛାତ୍ରଛାତ୍ରୀମାନେ ନିହାତି ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ୟୁନିଭରସିଟି ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଦ୍ୱିତୀୟ ସଂସ୍କରଣ ଅଟେ । ତେବେ ଛାତ୍ରଛାତ୍ରୀଙ୍କ ହିତକୁ ଧ୍ୟାନରେ ରଖି ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ମୃତ୍ୟୁ ହଠାତ୍ ମାଡ଼ି ଆସିଲା, ନେଇଗଲା ୧୭ ଜୀବନ, ୩୦ ଆହତ: ବଡ଼ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍

ନୂଆଦିଲ୍ଲୀ: ମୃତ୍ୟୁ ବଡ଼ ନିଷ୍ଠୁର । କେତେବେଳେ କାହାକୁ ଆରପାରିକୁ ନେଇଯାଉଛି, ତାହା ମଣିଷର କଳ୍ପନା ବାହାରେ । ତେବେ ଆଜି ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟି ୧୭ ଜଣ ଲୋକଙ୍କର ଜୀବନର ଦୀପ ଲାଭିଯାଇଛି । ଏଥିସହିତ ୩୦ ଜଣ…