Mission Shakti ନିଯୁକ୍ତି: ୨୦୦ରୁ ଅଧିକ ପଦବୀ ପାଇଁ ଓଡ଼ିଶାର ପିଲାମାନେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମିଶନ ଶକ୍ତି ନବରଙ୍ଗପୁର ପକ୍ଷରୁ ୨୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗୋଷ୍ଠୀ ସହାୟିକା (ସିଆରପି-ସିଏମ), ବ୍ୟାଙ୍କ ମିତ୍ର ଓ…

ଚିନ୍ମୟୀ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍: ଜବତ ହେଲା ଡାଏରୀ ଓ ଲାପଟପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୩ ଦିନି ବିତିଯାଇଥିବା…

ରାଜ୍ୟ ପରେ ରାଜ୍ୟ ଦଖଲ କରି BJP ଆଗକୁ ବଢ଼ୁଛି: କଂଗ୍ରେସର ଦିନକୁ ଦିନ ତଳକୁ ଖସୁଛି, ବିଜୟ-ପରାଜୟ ପଛରେ ରହିଛି ୧୦ଟି ବଡ଼ କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ଏବେ ପ୍ରତ୍ୟେକ ରାଜନୈତିକ ଦଳର ମୁଖ୍ୟ ଲକ୍ଷ୍ୟ । ଏନେଇ କେନ୍ଦ୍ରରେ ଶାସନାଧୀନ ଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ନିଜର…

(Video) ଶିକାରୀ ବନିଗଲେ ଶିକାର: ପୋଲିସ ଇନ୍ସପେକ୍ଟର ମାରିଲେ ଟକ୍କର, ଚାଲାଣ କାଟିଲେ ପବ୍ଲିକ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟରେ ପ୍ରବଳ ଭିଡ଼ କାରଣରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଏପରି ମାମଲାରେ ଅନେକ ସମୟରେ ଟ୍ରାଫିକ ଯାଞ୍ଚରେ ଧରାପଡ଼ି ଫାଇନ୍ ଦେବାକୁ ଅନେକ ଲୋକ ବାଧ୍ୟ…

ଚିନ୍ମୟୀ ଡେଥ୍ ମିଷ୍ଟ୍ରି: VSSUT ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠିବ, ବିରୋଧୀ ଦଳ ନେତାଙ୍କ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ଦିନି ବିତିଯାଇଥିବା…

Pegasus କ’ଣ: ଏହି ସ୍ପାଇୱେୟରକୁ ନେଇ ବିଶ୍ୱରେ କାହିଁକି ତୋଫାନ ଆସିଥିଲା, ଆପଣଙ୍କ ଫୋନରେ କିଏ ଜାସୁସୀ କରୁଛି କେମିତି ଜାଣିବେ

ନୂଆଦିଲ୍ଲୀ: ପେଗାସସକୁ ନେଇ ସାରା ବିଶ୍ୱରେ ଯେତିକି ଆତଙ୍କ ସୃଷ୍ଟି ହୋଇଥିଲା ବୋଧହୁଏ ଅନ୍ୟ କୌଣସି ସ୍ପାଇୱେୟରକୁ ନେଇ ଏତେମାତ୍ରାରେ ଚର୍ଚ୍ଚା ହୋଇନଥିବ । ଏହି ସ୍ପାଇୱେୟରକୁ ଇସ୍ରାଏଲର ଏନଏସଓ ଗ୍ରୁପ ପ୍ରସ୍ତୁତ…

ଜାତୀୟ ସୂଚନା କେନ୍ଦ୍ରରେ ୫୯୮ ପଦ ଖାଲି: ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ତରଫରୁ ୫୯୮ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ-ବି, ସାଇଣ୍ଟିଫିକ ଅଫିସର /…

ବିଶ୍ୱ ମାର୍କେଟରେ ଚମକିବ କୋରାପୁଟ କଫି: ହାଇଦ୍ରାବାଦରେ ଚାଲିଛି ପରୀକ୍ଷଣ, TDCCର ଅଭିନବ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ମାଣ୍ଡିଆ ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଲେଟ୍ ମିଶନ’…

ମୋବାଇଲ ପାଖରେ ରଖି ଶୋଇବା ମହାବିପଦ: ପ୍ରଜନନ କ୍ଷମତା ହ୍ରାସ, ବ୍ରେନ କ୍ୟାନସର, ହାର୍ଟ, ମୁଣ୍ଡବିନ୍ଧା ସମସ୍ୟା ବଢ଼ିବ, ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଆରାମଦାୟକ ଜୀବନଯାପନ କରିବାକୁ ପସନ୍ଦ କରିଛନ୍ତି । ତେବେ ଡିଜିଟାଲର ଜମାନା ବଢ଼ିବା କାରଣରୁ ଆଜିକାଲିର ଯୁବପୀଢ଼ି ଖାଇବା, ପିଇବା, ବସିବା, ଉଠିବା ଠାରୁ ଆରମ୍ଭ କରି ଗାଡ଼ି ଚଲାଇବା ସମୟରେ…

BJP ବିଧାୟକଙ୍କ ପୁଅ ଗିରଫ: ଜବତ ହେଲା ୮ କୋଟି କ୍ୟାଶ, କୁଆଡ଼ୁ ଆସିଲା ଏତେ ଟଙ୍କା

ନୂଆଦିଲ୍ଲୀ: ଆଜିକାଲିର ରାଜନେତାଙ୍କ କଥା ନ କହିବା ଭଲ । କିଛି ନେତା ଏଭଳି ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତିତ୍ୱକୁ ସାରା ଜୀବନ ପାଇଁ ସ୍ୱଚ୍ଛ ରଖିଥାନ୍ତି । ଲୋକମାନେ ସେମାନଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି…