ନମ୍ବର-୧ ସ୍ଥାନକୁ ଫେରିଲା ଭାରତ: ନ୍ୟୁଜିଲାଣ୍ଡକୁ ମୂଳପୋଛ କରିଦେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜିରେ କ୍ଲିନ୍ ସୁଇପ୍ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ଜିତିସାରିଥିବା ଟିମ୍ ଇଣ୍ଡିଆ ଆଜି ଅନ୍ତିମ ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଏକତରଫା ଭାବେ…