ଓଡ଼ିଶାରେ ଆରମ୍ଭ ହେବ ‘Drone Taxi’ ସେବା: ୨୦୨୪ରେ ମିଳିବ ସେବା, ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହେବ DPR

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ରାଜ୍ୟବାସୀଙ୍କ ପରିବହନ ସେବା କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସେବା । ଆଗାମୀ ଦିନରେ ରାଜ୍ୟରେ ଆରମ୍ଭ ହେବ ‘ଡ୍ରୋନ୍ ଟ୍ୟାକ୍ସି…

ପାକିସ୍ତାନକୁ ଲାଗିଲା ବଡ଼ ଝଟକା: ପାକ୍ କ୍ରିକେଟ ଟିମକୁ ବିଶ୍ୱକପ୍ ପାଇଁ ଭିସା ଦେଲାନି ଭାରତ

ନୂଆଦିଲ୍ଲୀ: ଚଳିତ ଡିସେମ୍ବର ମାସ ୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜିତ ହେବ । ତେବେ ଏହି ବିଶ୍ୱକପରେ ପାକିସ୍ତାନ ଭାଗ ନେଇ ପାରିବ ନାହିଁ । ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛି…

Distance, Online ମୋଡ଼ରେ କରାଯାଉଥିବା କୋର୍ସକୁ ମିଳିବ ରେଗୁଲାର କୋର୍ସ ମାନ୍ୟତା: UGCର ନୂଆ ନିୟମ

ନୂଆଦିଲ୍ଲୀ: ଦେଶର କୌଣସି ୟୁନିଭରସିଟିରେ ମୁକ୍ତ ବା ଦୂରନିରନ୍ତର ଶିକ୍ଷା କୋର୍ସର ଶୁଭାରମ୍ଭ କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ମଞ୍ଜୁରୀ ନେବାକୁ ପଡ଼ିବ । ବିନା ମଞ୍ଜୁରୀରେ ଛାତ୍ରଛାତ୍ରୀଙ୍କୁ…

DPSର ମାନ୍ୟତା ରଦ୍ଦ: ଫିସ୍ ବୃଦ୍ଧି ପଡ଼ିଲା ମହଙ୍ଗା, କେଜ୍ରିୱାଲ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ଛାତ୍ର ଓ ଶିକ୍ଷକମାନେ ଏବେ କରିବେ କ’ଣ

ନୂଆଦିଲ୍ଲୀ: ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା…

BCCIର ନିଷ୍ପତ୍ତି: ନିଯୁକ୍ତି ପାଇଲେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ ଓ NCAର ସ୍ପିନ୍ ବୋଲିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆକ୍ସନ ମୋଡ଼କୁ ଆସିଯାଇଛି । ନିକଟରେ ସମାପ୍ତ ହୋଇଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିସିସିଆଇ ପୁରୁଣା ସଦସ୍ୟଙ୍କୁ ହଟାଇ ନୂଆ…

ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ପୁରୁଷ! କେବଳ ଜୀବିତ ରହିବେ ମହିଳା, Y Chromosome କ୍ରମଶଃ ସମାପ୍ତ ହେବାରେ ଲାଗିଛି – ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ପରିସ୍ଥିତି କ୍ରମଶଃ ଭୟଙ୍କର ଆଡ଼କୁ ଗତି କରୁଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀ ପୃଷ୍ଠରେ ଆଗାମୀ ଦିନମାନଙ୍କରେ ପୁରୁଷଙ୍କୁ ଆଉ ଦେଖିବାକୁ…

ଟ୍ୱିଟ୍ ସିଟିର ସ୍କୁଲମାନଙ୍କରେ ଖୋଲିବ ସାଇବର ସୁରକ୍ଷା କ୍ଲବ, ସାଇବର କ୍ରାଇମ୍ ରୋକିବା ପାଇଁ କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସାଇବର କ୍ରାଇମ୍ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ସ୍କୁଲମାନଙ୍କୁ ଯାଇ…

THDC ପକ୍ଷରୁ ବାହାରିଲା ୧୩୫ଟି ପଦବୀ, ଡିସେମ୍ବର ୩୦ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଇଣ୍ଡିଆ ଲିମିଟେଡ (ଟିଏଚଡିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟେନୋଗ୍ରାଫର,…

ରାସ୍ତାକଡ଼ରୁ ହଟିଯିବ ସମସ୍ତ ମାଂସ ଦୋକାନ: ହକି ବିଶ୍ୱକପ ପାଇଁ BMCର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜିତ ହେବ । ଏହାକୁ ଦୃଷ୍ଟିରେ ରଖି ସହରକୁ ସରସ ସୁନ୍ଦର ସହିତ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର…

କେବଳ କ୍ୟାଶ୍ ନୁହେଁ, ଏଣିକି ATMରୁ ବାହାରିବ Gold: ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମ୍

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଏଟିଏମ ମେଶିନରୁ ଆବଶ୍ୟକ ମୁତାବକ କ୍ୟାଶ୍ କାଢ଼ିଥାଉ । ତେବେ ଏନେଇ ଏକ ବଡ଼ ଖବର ଆସିଛି । ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ସୁନା ବାହାରିବ, ତେବେ ଏକଥାକୁ ହୁଏତ ଆପଣମାନେ…