Bank of Baroda ପକ୍ଷରୁ ବାହାରିଲା ୩୪୬ଟି ପଦବୀ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସିନିୟର ରିଲେସନସିପ ମ୍ୟାନେଜର, ଇ-ୱେଲଥ ରିଲେସନସିପ ମ୍ୟାନେଜର ଓ ଅନ୍ୟ ପଦବୀ ପାଇଁ…

IMD Alert: ୧୦ଟି ରାଜ୍ୟରେ ମୂଷଳ ଧାରାରେ ବର୍ଷା, ଘରୁ ବାହାରିବା ହୋଇଯିବ ମୁସ୍କିଲ

ନୂଆଦିଲ୍ଲୀ: ମୌସୁମୀ ବାୟୁର ପ୍ରଭାବ ଦେଶର ଅଧିକାଂଶ ରାଜ୍ୟରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଓଡ଼ିଶା, କେରଳ, ଝାଡ଼ଖଣ୍ଡ ସମେତ କିଛି…

ସୂର୍ଯ୍ୟ ଗୋଟିଏ କ’ଣ, ଏହାର ବୟସ କେତେ: କିଏ ପ୍ରଥମେ ଧ୍ୱଂସ ପାଇବ ପୃଥିବୀ ନା ସୂର୍ଯ୍ୟ, ଜାଣନ୍ତୁ କ’ଣ କହୁଛି ମହାକାଶ ବିଜ୍ଞାନ

ନୂଆଦିଲ୍ଲୀ: ଆପଣମାନେ ଆମର ସୂର୍ଯ୍ୟଙ୍କର ବୟସ କେତେ ଜାଣିଛନ୍ତି? ଏହି ପ୍ରଶ୍ନ ଆପଣଙ୍କ ମନରେ ଏକ କୌତୁହଳ ସୃଷ୍ଟି କରିପାରେ ବା ଜିଜ୍ଞାସାକୁ ଶାନ୍ତ କରିପାରେ । ମାତ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଗଭୀର ସମ୍ପର୍କ…

(Video) ବର୍ଷା ଛାଡ଼ିଲେ ଶାଶୂଘର, ପୋଲିସ ସହାୟତା ମାଗିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ଅଭିନେତ୍ରୀ ବର୍ଷା ତାଙ୍କର ଶାଶୂଘର ଛାଡ଼ିଛନ୍ତି । ଅନ୍ୟପଟେ ପୋଲିସ ଉପସ୍ଥିତିରେ ଅନୁଭବ…

High Blood Pressureକୁ ରୋକିପାରିବ ପାଣି: ଜାଣନ୍ତୁ ଏହାର ଉପଚାର ବିଧି, କ’ଣ କହୁଛି ମେଡିକାଲ ସାଇନ୍ସ

ହାଇ ବ୍ଲଡ ପ୍ରେସର ଆଜିକାଲି ଲୋକଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଗଲାଣି । ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ହାଇ ବିପିରେ କଲବଲ ହେୁଛି । ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ହାଇ ବ୍ଲଡ…

I am Sorry, So Happy: ନିଜ ସ୍କୁଲରୁ ସବୁ ଲୁଟିନେବା ପରେ ଲେଖକ ପାଲଟିଗଲା ଚୋର

ନୂଆଦିଲ୍ଲୀ: ଆଜିକାଲିର ଚୋରମାନଙ୍କର କାରନାମା ଦେଖିଲେ ଯେ କେହି ବି ମୁଣ୍ଡରେ ହାତ ଦେବ । ନିକଟରେ ଏଭଳି ଏକ ଚୋରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭିଲୱାଡ଼ାରେ । ତେବେ ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ…

(Video) ଚାଲିଗଲା ୧୨୭ ଜଣଙ୍କ ଜୀବନ: ଫୁଟବଲ ମ୍ୟାଚ ବେଳେ ହିଂସାକାଣ୍ଡ ଡାକି ଆଣିଲା ବିପଦ

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର ହିଂସା । ତେବେ ଏହାର ପରିଣାମ ସ୍ୱରୂପ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ । ଷ୍ଟାଡିୟମ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪…

ପୃଥିବୀରେ ରହିଛି ଆଉ ଏକ ବିରାଟ ମହାସାଗର: ବୈଜ୍ଞାନିକଙ୍କ ନୂଆ ଆବିଷ୍କାର

ନୂଆଦିଲ୍ଲୀ: ପୃଥିବୀ ମଧ୍ୟରେ ରହିଛି ଆଉ ଏକ ବିଶାଳକାୟ ମହାସାଗର । ପୂର୍ବରୁ ପାଞ୍ଚଟି ମହାସାଗର ରହିଥିବା ବେଳେ ଏବେ ଷଷ୍ଠ ମହାସାଗରକୁ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ରମଣ ସ୍ପେକ୍ଟ୍ରୋସ୍କୋପି ଓ ଏଫଟିଆଇଆର…

ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ଶ୍ରୀ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ…

ଗରିବଙ୍କୁ ପୂଜା ଉପହାର ଦେଲେ ନବୀନ: ଆଉ ତିନି ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ରାଜ୍ୟର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ମାଗଣା ଚାଉଳ…