Professor of Practice ପଦବୀକୁ ମଞ୍ଜୁରୀ ଦେଲା UGC: ୟୁନିଭରସିଟି ଓ କଲେଜରେ ଦିଆଯିବ ୧୦ ପ୍ରତିଶତ ନିଯୁକ୍ତି
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ୟୁଜିସି ପକ୍ଷରୁ ପ୍ରଫେସର ଅଫ୍ ପ୍ରାକ୍ଟିସ ପଦବୀକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇଛି । ପ୍ରଫେସର ଅଫ୍ ପ୍ରାକ୍ଟିସ ହେଉଛି…