ତଳକୁ ଖସୁଛି ଗାନ୍ଧି ପରିବାରର ପାୱାର: ପୁଣି ବଳି ପଡ଼ିବେ ପାଇଲଟ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ଗେହଲଟ!
ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ବେଳେ ଅନ୍ୟ ପଟେ ଦଳ ଭୁଶୁଡ଼ିବାକୁ ବସିଲାଣି । ସମଗ୍ର ଭାରତବର୍ଷରେ ଏକମାତ୍ର କଂଗ୍ରେସ ଶାସିତ ରାଜ୍ୟରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼ । ଗୋଟିଏ ରାତି…