fbpx

ଦିଲ୍ ଲଗାନେ ସେ ମତ ଡରୋ, ବରନା ଦିଲ୍ କମଜୋର ହୋ ଜାଏଗା: ସଚ୍ଚା ପ୍ରେମ କଲେ ଆପଣ ରହିବେ ସୁସ୍ଥ ଓ ବଢ଼ିବ ବୟସ, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରେମକୁ ନେଇ କୌଣସି ପ୍ରକାରର ଅଧ୍ୟୟନ କରାଯାଇ ନଥାଏ । କାରଣ ପ୍ରେମ ଦ୍ୱାରା ମଣିଷକୁ ଖୁସି ମିଳିଥାଏ । ତେଣୁ ପ୍ରେମ ହିଁ ପ୍ରତ୍ୟେକ ରୋଗର ଔଷଧ ବୋଲି କୁହାଯାଇଥାଏ । ତେବେ ଆଜିକାଲି ପ୍ରେମ…

ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…

ଏକ ସପ୍ତାହରେ ଦେଶରେ ଦୁଇଗୁଣା ହେଲା କରୋନା ରୋଗୀ ସଂଖ୍ୟା, ୧୨ଟି ରାଜ୍ୟରେ ଲଗାତାର ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ଲହର ଆରମ୍ଭ ହୋଇଗଲାଣି । ଭାରତରେ ଏକ ସପ୍ତାହରେ ଦୁଇଗୁଣ ରୋଗୀଙ୍କର ଚିହ୍ନଟ ହୋଇଛନ୍ତି । ଦେଶର ୧୨ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ…

IISER Admission Test-2022: ଆରମ୍ଭ ହେଲା ଅନଲାଇନ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଜର) ଆଡମିଶନ ଟେଷ୍ଟ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଡିଗ୍ରୀ ଓ ଡୁଆଲ-ଡିଗ୍ରୀ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ସୁର ସାମ୍ରାଜ୍ଞୀ ଲତାଙ୍କର ଭାଇ ହୃଦୟନାଥ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଛୋଟ ଭାଇ ଗାୟକ ହୃଦୟନାଥ ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ହାତକୁ ଦି’ ହାତ ହେଲେ Indian Idol-12ର ଫେମ୍ ସାୟଲୀ କାମ୍ବଲେ

ନୂଆଦିଲ୍ଲୀ: ଇଣ୍ଡିଆନ ଆଇଡଲ-୧୨ରେ ଲୋକପ୍ରିୟତା ଅର୍ଜନ କରିଥିବା ସିଙ୍ଗର ସାୟଲୀ କାମ୍ବଲେ ହାତକୁ ଦି’ ହାତ ହୋଇଛନ୍ତି । ସାୟଲୀ ଦୀର୍ଘଦିନରୁ ରିଲେସନସିପରେ ରହିଆସିଥିବା ତାଙ୍କର ବୟଫ୍ରେଣ୍ଡ ଧୱଲଙ୍କୁ ବିବାହ କରିଛନ୍ତି…

GRSଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସରକାରୀ ବାବୁମାନଙ୍କର କଳାକାରନାମା ବଢ଼ିବାରେ ଲାଗିଛି । ଦୈନିକ କେଉଁଠି ନା କେଉଁଠି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବେଆଇନ ସମ୍ପତ୍ତି ଜବତ…

ଲଗାତର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଇମାନୁଏଲ ମାକ୍ରନ୍

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ICSE Semester-2 ପରୀକ୍ଷାରେ କେମିତି ସଫଳତା ପାଇବେ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖଠାରୁ ଇଣ୍ଡିଆନ ସାର୍ଟିଫିକେଟ ଅଫ୍ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ସେମିଷ୍ଟର-୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାର ପ୍ରଥମ ଦିନ ଇଂରାଜୀ ବିଷୟ ରହିଥିବା ବେଳେ ଛାତ୍ରଛାତ୍ରୀ…