ଆସିଲା କେକେଙ୍କ ମୃତ୍ୟୁର ପ୍ରାଥମିକ ରିପୋର୍ଟ: ହାର୍ଟ ଆଟାକ୍ ନା ଆଉ କିଛି, ଜାଣନ୍ତୁ ଏନେଇ କ’ଣ କହିଲେ ଡାକ୍ତର
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ)ଙ୍କର ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ନିଜର ସ୍ୱତନ୍ତ୍ର ଅନ୍ଦାଜର କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ ବାନ୍ଧି ରଖିଥିବା…