ସାବିତ୍ରୀ ଅମାବାସ୍ୟାରେ ଧରା ପଡ଼ିଗଲା ପରକୀୟା ପ୍ରୀତି, ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ନିର୍ଧୂମ୍ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରକୀୟା ପ୍ରୀତି ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । କେଉଁଠି ବିବାହିତା ମହିଳା ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛି ତ ଆଉ କେଉଁଠି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହିତ…