ବ୍ରହ୍ମପୁରର IISER ପ୍ରସ୍ତୁତ କରୁଛି କୋଭିଡ୍ ଭ୍ୟାକ୍ସିନ, କରୋନାର ସମସ୍ତ ଭାରିଆଣ୍ଟକୁ ଦେବ ମାତ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି କରୋନା ଟିକା । କୋଭିଡ୍ ବିରୋଧରେ ଏହି ଟିକା ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇପାରେ ବୋଲି ଦାବି କରାଯାଉଛି । ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ…