ରିସର୍ଚ୍ଚରୁ ମିଳିଲା ବଡ଼ସୂଚନା, ଦିନକୁ ଏତିକି ସମୟରୁ ଅଧିକ ଫୋନ ବ୍ୟବହାର ପିଲାଙ୍କ ଶରୀର ଉପରେ ପକାଉଛି ନକାରାତ୍ମକ ପ୍ରଭାବ
ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ୍ ଏବଂ ଟ୍ୟାବ୍ ପରି ଗ୍ୟାଜେଟ ଗୁଡିକର ବ୍ୟବହାର ବହୁତ ଦ୍ରୁତ ଗତିରେ ବ୍ୟାପୁଛି। କିନ୍ତୁ ଏହି ସ୍ମାର୍ଟଫୋନ୍ ବର୍ତ୍ତମାନ ପିଲାମାନଙ୍କ ପାଇଁ ଏକ ନିଶା ଆଉ ବିଷ ବୋଲି ପ୍ରମାଣିତ ହେଉଛି…