ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ! ଅନୁସରଣ କରାଯିବ ସିଇସି ଗାଇଡ୍ଲାଇନ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବା ଏକପ୍ରକାର ସ୍ଥିର ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୧ ତାରିଖ ବିଧିବଦ୍ଧ ଘୋଷଣା କରାଯିବା ନେଇ ସୂଚନା ମିଳିଛି ।…