ଓମିକ୍ରନକୁ ନେଇ ଚିନ୍ତାରେ ଆର୍ବିଆଇ ଗଭର୍ଣ୍ଣର, ଦର ଦାମ୍ ବୃଦ୍ଧି ସହ ମୁଦ୍ରାସ୍ଫୀତି ଉପରେ ପଡ଼ିପାରେ ପ୍ରଭାବ
ମୁମ୍ବାଇ: ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ…