୧୬ରୁ ଭିତରକନିକାରେ ଡଲଫିନ୍‌ ଗଣନା, ୯ଟି ଟିମ୍‌ ୩ ଦିନରେ ଶେଷ କରିବେ ଡଲଫିନ୍‌ ଗଣନା

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଢାମରା…

ଆଜିଠୁ ୭ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ: ଗଞ୍ଜାମରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ବିଭିନ୍ନ ବିକାଶମୂଳକ…

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଉ କିଛିଦିନ ପରେ ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏଥିନେଇ ଚଳିତମାସ ଶେଷ ସପ୍ତାହରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର…

କମିଲା ସୁନାର ଚମକ, ପୁଣି ହ୍ରାସ ପାଇଲା ଦର

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ପୁଣି ସୁନା ଦର ହ୍ରାସ ପାଇଛି । ଏବେ ୧୦ଗ୍ରାମ ସୁନାର ମୂଲ୍ୟ ୪୮ହଜାର ଟଙ୍କା ତଳକୁ ଖସିଛି । ସେହିପରି ରୁପାର ଦର ମଧ୍ୟ କମିଥିବା ଜଣାପଡ଼ିଛି । ଏହା କିଲୋ ପିଛା ୬୧ହଜାର ଟଙ୍କା ହୋଇଥିବା…

ଶୈବପୀଠ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ଭ୍ୟାନ୍‌: ଜଣେ ମୃତ, ୧୫ ଆହତ

ରାୟଗଡ଼ (ଭାସ୍କର ନ୍ୟୁଜ୍‌): ରାୟଗଡ଼ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୧୫ ଜଣ ଆହତ…

ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଭେନ୍ଟିଲେଟର୍‌ ସପୋର୍ଟରେ ଚାଲିଛି ଚିକିତ୍ସା

କଟକ(ଭାସ୍କର ନ୍ୟୁଜ୍‌): ବରିଷ୍ଠ ଓଡିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେନ୍ଟିଲେଟର୍‌…

ଭାରତୀୟ ସାହିତ୍ୟ ଦେଶକୁ ବିଶ୍ଵପଟଳରେ ବିଶ୍ଵଗୁରୁ ରୂପେ ପରିଚିତ କରାଇବ : ଡଃ ଅମର ଶତପଥୀ

ଭୁବନେଶ୍ୱର : ସରକାରୀ ସେବା ପ୍ରକ୍ରିୟା ମନ୍ଥର ବୋଲି ପ୍ରତୀତ ହେଉଥିଲେ ହେଁ ଏହା ବୃହତ୍ତର ସ୍ବାର୍ଥ ସାଧନ ବୋଲି ସର୍ବଦା ତତ୍ପର ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ଵାଗଚି କଳିଙ୍ଗ ସାହିତ୍ୟ…

ସିଡିଏସଙ୍କ ଅସ୍ଥି ବିସର୍ଜନ: ଗଙ୍ଗାର ପଞ୍ଚପ୍ରୟାଗରେ ପିତାମାତାଙ୍କୁ ବିଦାୟ ଦେଲେ ଦୁଇ ଝିଅ

ନୂଆଦିଲ୍ଳୀ: ବାୟୁସେନାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଛନ୍ତି ଦୁଇ ଝିଅ କ୍ରିତିକା ଓ ତାରିଣୀ । ତାମିଲନାଡୁର କୁନ୍ନୁରରେ…

ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ପିତା କହିଲେ- ପୁଅ ମୋର ଯୋଦ୍ଧା, ଜିତିକି ଆସିବ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ମାମଲାରେ ଏକ ମାତ୍ର ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଜୀବନ ମରଣ ସହ ସଂଘର୍ଷ…

ଫୋନ ହଜିଯାଇଛି କି? ଏମିତି ସୁରକ୍ଷିତ ରଖନ୍ତୁ ନିଜର UPI id

ନୂଆଦିଲ୍ଲୀ: ଆଜିକାଲି ର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ…

ନକଲି ମାର୍କସିଟ୍ ଦେଇଥିଲେ: ବିଧାୟକଙ୍କୁ ଗିରଫ କରିନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଧାନସଭା ସଦସ୍ୟ ଇନ୍ଦ୍ର ପ୍ରତାପ ଓରଫ ଖବୁ ତିୱାରୀଙ୍କୁ ଏକ ୨୮ ବର୍ଷ ପୁରୁଣା ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ଏଥିସହିତ ତାଙ୍କୁ ୮ ହଜାର ଟଙ୍କାର ଜରିମାନା ହୋଇଛି । ପୁନଶ୍ଚ…