ବନ୍ୟା ପ୍ରପୀଡିତଙ୍କୁ ସହାୟତାର ହାତ ବଢାଇଲେ ପ୍ରଭାସ; ଦାନ କଲେ ୧ କୋଟି

କିଛିଦିନ ତଳେ ଆନ୍ଦ୍ର ପ୍ରଦେଶରେ ଆସିଥିବା ବନ୍ୟାରେ ବହୁ ଲୋକେ ଅନେକ କ୍ଷୟକ୍ଷତିର ସାମ୍ନା କରିଛନ୍ତି । ରାଜ୍ୟରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ପ୍ରଭାସ ମଙ୍ଗଳବାର ଆନ୍ଧ୍ରପ୍ରଦେଶ…

ସେନାକୁ ବଡ ସଫଳତା: ଜମ୍ମୁ କଶ୍ମୀରରେ ଟଳିଲେ ୩ ଲସ୍କର ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବଳ ଅଧିକାରୀଙ୍କୁ ବଡ ସଫଳତା । ବୁଧବାର ୩ ଲସ୍କର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଆତଙ୍କୀ ମାନଙ୍କର ପରିଚୟ ମିଳିନଥିବା ବେଳେ ସେମାନେ ସ୍ଥାନୀୟ ବାସିନ୍ଦା…

ଜିତିଲେ ମହିଳାଙ୍କୁ ମିଳିବ ସ୍କୁଟି, ସ୍ମାର୍ଟ ଫୋନ ଓ ଭତ୍ତା: ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଲେ ନେତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ରଣନୀତି ଆପଣାଇ ରଣାଙ୍ଗନକୁ ଓହ୍ଲାଇଛି । ଯୁବତୀମାନଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପ୍ରତ୍ୟେକ ମାସରେ ୧ ହଜାର ଟଙ୍କା…

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦଳ ଘୋଷଣା: ବାଦ ପଡିଲେ ଜାଡେଜା ଓ ଅକ୍ଷର, ରୋହିତ ଅଧିନାୟକ

ନୂଆଦିଲ୍ଳୀ: ଆସନ୍ତା ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ । ଟି-୨୦ ସିରିଜ ପରେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି । ଡିସେମ୍ବର ୮ ତାରିଖ ବୁଧବାର ଦିନ ଭାରତୀୟ ଦଳ ଘୋଷଣା…

ପୋଲିସ କବଜାରେ ଡିଜେଲ ଲୁଟେରା: ଟ୍ୟାଙ୍କର ଓ କାର ଜବତ, ଦେଖନ୍ତୁ ଭିଡିଓ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ୍ ପଞ୍ଝାରେ ଏଥର ପଡିଛନ୍ତି ଡିଜେଲ୍ ଚୋରା ଚାଲାଣ ରାକେଟର ୩ ଜଣ ସଦସ୍ୟ। ଏହା ସହିତ ଏକ ଡିଜେଲ୍ ବୋଝେଇ ଟ୍ୟାଙ୍କର୍ ସହ ଉକ୍ତ ଟ୍ୟାଙ୍କରକୁ ଏସ୍କର୍ଟ…

ପ୍ରଧାନଶିକ୍ଷକଙ୍କ ବଦଳିକୁ ବିରୋଧ: ସ୍କୁଲ ସାମ୍ନାରେ କନ୍ଦଳେଇ ଗ୍ରାମବାସୀଙ୍କ ପ୍ଲାକାର୍ଡ଼ ଧରି ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଜଙ୍ଗଲ ଘେର ମଧ୍ୟରେ ଥିବା ଆଦିବାସୀ ଗାଁ କନ୍ଦଳେଇରେ ତେଜୁଛି ଜନ ଆନେ୍ଦାଳନ । ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଧିନରେ ଥିବା ଚନ୍ଦକା-ଡମ୍ପଡ଼ା ହସ୍ତୀ…

ଓମିକ୍ରନର Stealth ଭର୍ସନ: ଆରଟିପିସିଆର ଟେଷ୍ଟରେ ବି ହେଉନି ଚିହ୍ନଟ

ନୂଆଦିଲ୍ଳୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଓମିକ୍ରନ ଭାଇରସର ଏକ ଷ୍ଟେଲଥ୍ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ ।…

୩୩ କେଭି ତାରରେ ଚାଲିଗଲା ମାଇହାତୀର ଜୀବନ: ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଅଭିଯୋଗ

କେନ୍ଦୁଝର(ଓଡ଼ିଶା ଭାସ୍କର):କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂମ୍ପର୍ସ ରେ ଆସି ଏକ ବଡ଼ ମାଇହାତୀ ର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର…

ଏକାସାଙ୍ଗରେ ୧.୫ ଲକ୍ଷ ଚାକିରି ଦେଉଛି ରେଳବାଇ: ଏହି ତାରିଖରେ ପ୍ରକାଶ ପାଇବ ଆରଆରବି ଏନଟିପିସି ପରୀକ୍ଷାଫଳ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ହୋଇଥିବା ପରୀକ୍ଷାର ଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ । ଆରଆରବି ଏନଟିପିସି ଜିବିଟି ୨୦୨୧ ପରୀକ୍ଷାର ପରୀକ୍ଷା ଫଳ ଆସନ୍ତା ୨୯ ତାରିଖରେ ପ୍ରକାଶ ପାଇବାର ସମ୍ଭାବନା…

ଭିକି-କାଟ୍ରିନାଙ୍କ ବାହାଘରର ହେବ OTT ଟେଲିକାଷ୍ଟ: ଏତିକି କୋଟି ଟଙ୍କାରେ ହେଲା ଚୁକ୍ତି

ନୂଆଦିଲ୍ଲୀ: ବଲିଉଡର ନୂତନ ସେଲିବ୍ରିଟି କପଲ ଭିକି କୌଶଲ ଓ କାଟ୍ରିନା କୈଫଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଗୁରୁବାର ଏହି ବଲିଉଡ କପଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଏମାନଙ୍କ ବିବାହ ଓଟିଟି…