ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ‘ବି.୧.୧.୧.୫୨୯’ ଚିହ୍ନଟ, ସତର୍କ ରହିବା ସହ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପୁଣି ଚିନ୍ତା ବଢ଼ାଇବାରେ ଲାଗିଛି ମହାମାରୀ କରୋନା ଭାଇରସ୍‌ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ସମ୍ପର୍କରେ  ସୂଚନା ମିଳିବା ପରେ ଏହା…

ଏସ୍‌ସିବିକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା,ମୁଖ୍ୟ ଗେଟରେ ମୁତୟନ ହେଲେ ସିକ୍ୟୁରିଟି ଗାର୍ଡ

କଟକ(ଭାସ୍କର ନ୍ୟୁଜ୍‌): ଏସ୍‌ସିବି ମେଡ଼ିକାଲକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ…

ବିଧାନସଭାର ଶୀତ ଅଧିବେଶନ, ୨୮ରୁ ବିଧାୟକଙ୍କ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା…

ଜୁନିୟର ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା, ଆମେରିକାକୁ ୧୭-୦ରେ ହରାଇଲା ସ୍ପେନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱ କପ୍ ଆରମ୍ଭ ହୋଇ ଯାଇଛି । ଆଜି ଥିଲା ଦ୍ୱିତୀୟ ଦିନ । ମ୍ୟାଚରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନ ର ନୂଆ ରେକର୍ଡ । ଜୁନିଅର୍ ହକି ବିଶ୍ଵକପ ରେ…

ଶ୍ରେୟସ ବଢାଇଲେ ଅଧିନାୟକଙ୍କ ଟେନସନ, ବିରାଟ ଫେରିଲେ ପ୍ଲେଇଙ୍ଗ ଇଲେଭେନରୁ କେଉଁ ଖେଳାଳି ପଡିବେ ବାଦ୍ ?

ନୂଆଦିଲ୍ଲୀ : ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି । ଘରୋଇ ଭାରତୀୟ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ କରିଛି ।…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାନ୍ଧରେ ହାତ ରଖି କଣ କହୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁଲାସା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ରାଜନାଥ ସିଂହ ଗୁରୁବାର ସୀତାପୁରରେ ଆୟୋଜିତ ବୁଥ୍ ଅଧ୍ୟକ୍ଷ ସମ୍ମିଳନୀରେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ…

ଧ୍ୟାନ ଦିଅନ୍ତୁ ବିଜୁଳି ଉପଭୋକ୍ତା…ଏବେ ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଆସିବ ଇଲେକ୍ଟ୍ରିକ ସବସିଡି ! ସଂସଦରେ ଆଗତ ହେବ ନୂତନ ବିଲ୍

ନୂଆଦିଲ୍ଲୀ : ସଂସଦରେ ନଭେମ୍ବର ୨୯ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ କେନ୍ଦ୍ର ସରକାର ଏକ ନୂତନ ବିଜୁଳି ସଂଶୋଧନ ବିଲ୍ ଆଗତ କରିବାକୁ ଯାଉଛନ୍ତି । ବିଜୁଳି ସଂଶୋଧନ ବିଲର ଡ୍ରାଫ୍ଟ ପ୍ରାୟତଃ…

ଡେବ୍ୟୁ ଟେଷ୍ଟରେ ଚମକିଲେ ଶ୍ରେୟସ ଆୟର, ଗିଲ୍-ଜାଡେଜାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ଭାରତ ୨୫୮/୪

କାନପୁର : ପଦାର୍ପଣ ମ୍ୟାଚରେ ଚମକିଲେ ଶ୍ରେୟସ ଆୟର । ଅର୍ଦ୍ଧଶତକ ହାସଲ କରି ନିଜର ଚୟନକୁ ଯଥାର୍ଥ ପ୍ରତିବାଦନ କରିଛନ୍ତି ମୁମ୍ବାଇର ଏହି ବ୍ୟାଟସମ୍ୟାନ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ…

ୟୁପିରେ ଆପ୍-ସପା ମଧ୍ୟରେ ହୋଇପାରେ ମେଣ୍ଟ, ସଙ୍କେତ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ…

କାନପୁର ଟେଷ୍ଟରେ ଅଜବ ସଂଯୋଗ, ଗୋଟିଏ ସହରର ବ୍ୟାଟସମ୍ୟାନ ଓ ବୋଲର ହେଲେ ମୁହାଁମୁହିଁ

କାନପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଗୁରୁବାରଠୁ ଆରମ୍ଭ ହୋଇଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ମ୍ୟାଚରେ ଏକ ଅଜବ ସଂଯୋଗ ଦେଖିବାକୁ…