ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମହାକୁମ୍ଭ, ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌: ରାତି ୮ଟାରେ ଭାରତ-ଫ୍ରାନ୍ସ ମୁକାବିଲା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ । ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌ । ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌…

କୋଣାର୍କ ଉତ୍ସବକୁ ଆଉ ୭ ଦିନ, ରଙ୍ଗେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ (ଭାସ୍କର ନ୍ୟୁଜ): ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କରୋନା କଟକଣାରେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି । ଆଉ ୭ଦିନ…

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ, ଶିଳାପୂଜନ ଯଜ୍ଞରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ (ଭାସ୍କର ନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାପୂଜନ ଯଜ୍ଞ ସୋମବାରଠୁ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୁତି ଦେବା ପରେ ଶିଳାନ୍ୟାସ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ(ଭାସ୍କର ନ୍ୟୁଜ୍): ଆଜି ମାର୍ଗଶୀର କୃଷ୍ଣ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବ । ଏଣୁ ଅପରାହ୍ନ…

ଜୁନିୟର ବିଶ୍ୱକପ୍ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ: ଭାରତକୁ ସମର୍ଥନ ଜଣାଇ ‘ଷ୍ଟ୍ର’ରେ ନିର୍ମାଣ କଲେ ହକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ବେଲଜିୟମ ଏବଂ ସାଉଥ ଆଫ୍ରିକା ପରସ୍ପରକୁ ଭେଟିବେ । ପ୍ରଥମ ଦିନର ଅନ୍ତିମ ମୁକାବିଲାରେ…

ଜାଣନ୍ତୁ କିଏ ଏହି ସିମରନ ଖୋସଲା; ବିଶ୍ୱକପ ବିଜେତା ଭାରତୀୟ ଅଧିନାୟକଙ୍କୁ କରିଛନ୍ତି ବିବାହ

ନୂଆଦିଲ୍ଲୀ: ଇଣ୍ଟରନେଟରେ ବର୍ତ୍ତମାନ କିଛି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହି ସୁନ୍ଦରୀ ମହିଳା ଜଣଙ୍କ ହେଉଛନ୍ତି ସିମରନ ଖୋସଲା । ଭାରତୀୟ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ବିବାହ କରି ସିମରନ ବେଶ ଚର୍ଚ୍ଚାରେ…

ନିୟମିତ ପିଅନ୍ତୁ ଏହି ଜୁସ୍; ଦୂରେଇଯିବ ମୋଟାପଣ

ଆଜିର ସମୟରେ, ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଓଜନ ବୃଦ୍ଧି ସମସ୍ୟା ସାଧାରଣ ହେବାରେ ଲାଗିଛି । ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦକ୍ଷେପ ନିଅନ୍ତି । ଡ଼ାଏଟ କରିବାରୁ କଦାପି ଅବହେଳା କରନ୍ତୁ ନାହିଁ, ଏଥିସହ…

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ ହେବ କ୍ରିପ୍ଟୋ କରେନ୍ସି ବିଲ୍, ଲାଗିପାରେ ଲଗାମ୍

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧି ବେଶନରେ କେନ୍ଦ୍ର ସରକାର 'ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍' ୨୦୨୧ ଉପସ୍ଥାପନ କରିବେ।…

ଫୋନ୍ ଓ ଆକାଉଣ୍ଟ ସଫା କରିଦେବ Joker Malware : ଆଜି ହିଁ ଡିଲିଟ୍ କରନ୍ତୁ ଏହି ୧୫ ଆପ୍

ନୂଆଦିଲ୍ଲୀ: ପୁଣି ଥରେ ଫେରିଛି ଜୋକର ମାଲୱେୟାର । ଆଣ୍ଡ୍ରଏଡ ଫୋନ୍ ଏବଂ ଗୁଗୁଲ ପ୍ଲେ ବ୍ୟବହାରକାରୀଙ୍କୁ ସତର୍କ କରାଇ ଦେଇଛି କାସ୍ପରସ୍କାଏ । ଏହି ଆପ୍ ଦ୍ୱାରା ଆପଣଙ୍କ ଫୋନ ଓ ଆକାଉଣ୍ଟ ସଫା ହୋଇଯିବାର ଆଶଙ୍କା…

ପାନୀୟ ଜଳ ପାଇଁ ୧୮୦୦ କୋଟି :୧୨ଟି ମେଗା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ,…