CHARIDHAM

ପାନଛେପ ସଫା କରିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୧୨୦୦ କୋଟି

ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ ।…

ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ମା’-ପୁଅ; ଦିଅରର ସମ୍ପୃକ୍ତି ସନ୍ଦେହ

ବାଲିଚନ୍ଦ୍ରପୁର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲିଚନ୍ଦ୍ରପୁରରୁ ଅପହୃତ ହୋଇଥିବା ମା-ପୁଅଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଛି । ମା-ପୁଅଙ୍କୁ ନିଶା ଦେଇ ଅପହରଣ କରାଯାଇଥିବା ବେଳେ ଲଣ୍ଡିତ ଅବସ୍ଥାରେ ଛତିଶଗଡ ପୋଲିସ…

ଏଠାରେ ରାମ ନୁହେଁ, ବିଜୟାଦଶମୀରେ ପୂଜା ପାଏ ରାବଣ, କରାଯାଏ ବିଶେଷ ଆୟୋଜନ

ଭୋପାଳ : ସମଗ୍ର ଦେଶରେ ଭଗବାନ ରାମଙ୍କ ଦ୍ୱାରା ଲଙ୍କାପତି ରାବଣଙ୍କ ବଧକୁ ବିଜୟାଦଶମୀର ପର୍ବ ଭାବେ ପାଳନ କରାଯାଏ । ମାତ୍ର କିଛି ସ୍ଥାନରେ ରାବଣ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ…

ଆତଙ୍କବାଦୀ ଯାହାଙ୍କୁ ଧର୍ମ ପଚାରି ହତ୍ୟା କଲେ, ଅନାଥ ମୁସଲିମ ଝିଅଙ୍କ ଖର୍ଚ୍ଚ ଉଠାଉଥିଲେ ସେହି ଶିକ୍ଷୟତ୍ରୀ

ଶ୍ରୀନଗର : ଶ୍ରୀନଗରର ଅଲୋଚିବାଗ ଅଞ୍ଚଳରେ ଆରପି ସିଂହଙ୍କ ଘରକୁ ଭିଭିଆଇପି ଲୋକଙ୍କ ଯିବା ଆସିବା ଏବେ କମ ହୋଇ ଯାଇଛି । ସପ୍ତାହେ ପୂର୍ବେ ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ତାଙ୍କ ପତ୍ନୀ ସୁପିନ୍ଦର କୌରଙ୍କୁ ତାଙ୍କର…

ଜେଇଇ ମେନ ଆଡଭାନ୍ସ ୨୦୨୧ର ପରିଣାମ ଘୋଷିତ, ଇତିହାସ ରଚିଲେ ମୃଦୁଲ ଅଗ୍ରୱାଲ

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, ଜେଇଇ ଆଡଭାନ୍ସ ୨୦୨୧ର ପରିଣାମ ଘୋଷିତ ହୋଇଛି । ଏଥିସହ ଟପ୍ପର ତାଲିକା ମଧ୍ୟ ପ୍ରକାଶ ପାଇଛି । ଜୟପୁରର ମୃଦୁଲ ଅଗ୍ରୱାଲ ପରୀକ୍ଷାରେ କେବଳ ଟପ୍ପର ହୋଇ ନାହାନ୍ତି ବରଂ…

ହିନ୍ଦୁଙ୍କୁ ଶକ୍ତି ସଂପନ୍ନ ଏବଂ ସଂଗଠିତ ହେବାର ଆବଶ୍ୟକତା ରହିଛି, ଏହା ସବୁ ସମସ୍ୟାର ସମାଧାନ : ମୋହନ ଭାଗବତ

ନାଗପୁର : ବିଜୟା ଦଶମୀ ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ୯୬ତମ ସ୍ଥାପନା ଦିବସରେ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଦେଶରେ ଅରାଜକତା ମାହୋଲ ସୃଷ୍ଟି କରାଯାଉଛି । କିଛି କଠୋରପନ୍ଥୀ ଲୋକ ଦେଶକୁ ବାଣ୍ଟିବାକୁ ଉଦ୍ୟମ…

କୃଷକ ଆନ୍ଦୋଳନ ମଞ୍ଚ ନିକଟରୁ ମିଳିଲା ଝୁଲନ୍ତା ମୃତଦେହ, ହାତ ଓ ବେକ କାଟି କରାଯାଇଛି ନିର୍ମମ ହତ୍ୟା

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସ୍ଥଳ କୁଣ୍ଡଲିରେ ସିଙ୍ଘୁ ବର୍ଡରରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ବ୍ୟକ୍ତିଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡିବା ସହ ଗୋଟିଏ ହାତ…

ଆଜି IPL ଟାଇଟଲ୍ ମୁକାବିଲା : ମୁହାଁମୁହିଁ ହେବେ ବିଶ୍ୱ କପ୍ ଜିତିଥିବା ଦୁଇ ଅଧିନାୟକ, କାହାର ହେବ ଟ୍ରଫି ?

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଫାଇନାଲ୍ ମ୍ୟାଚ୍ ଆଜି ତିନି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଦୁଇ ଥରର ବିଜେତ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ…

ବୋଲରଙ୍କ ଠାରୁ ଅଧିକ ୱିକେଟ ନେଇଛନ୍ତି ଏହି ୬ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହା ଆପଣ ସର୍ବଦା ଶୁଣିଥିବେ । ତେବେ ଏମିତି କିଛି ତଥ୍ୟ ଯାହା ବିଶ୍ୱାସ କରିବା କଷ୍ଟ । ଯେମିତିକି କ୍ରିକେଟର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେଙ୍କ ଠାରୁ ଅଧିକ ୱିକେଟ…

ମହାନବନୀ: କନ୍ୟା ପୂଜନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପାଦ ଧୋଇବା ସହ ନିଜ ହାତରେ ଖୁଆଇଲେ ଭୋଜନ

ଲଖନଉ : ଶାରଦୀୟ ନବରାତ୍ରର ନବମୀ ତିଥିରେ ମୁଖ୍ୟମନ୍ତ୍ରୀ ତଥା ଗୋରଖପୀଠାଧୀଶ୍ୱର ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ନବନିର୍ମିତ ଅନ୍ନ କ୍ଷେତ୍ର ଭବନରେ ବିଧି ପୂର୍ବକ ପରମ୍ପରା ସହିତ କନ୍ୟା ପୂଜନ କରିଛନ୍ତି । ସେ ମା…