ରାଜପଥ କଡ଼ରୁ ମୃତଦେହ ଉଦ୍ଧାର ଘଟଣା: ରାସ୍ତାକଡ଼ରେ ଫିଙ୍ଗିଥିବା ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ , ବୋଲେରୋ ଓ ବାଇକ୍ ଜବତ
ପିିପିଲି (ଭାସ୍କର ନ୍ୟୁଜ୍): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଦଇସିାଟଣା ଓ ଶିଉଳା ମଧ୍ୟବର୍ତ୍ତୀ ସ୍ଥାନର ରାଜପଥ କଡ଼ ଏକ ବରଗଛ ମୂଳରୁ ଗତ ୪ତାରିଖ ସନ୍ଧ୍ୟାରେ ପିିପିଲି ପୋଲିସ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ…