Breaking News ମଙ୍ଗଳବାର ଖୋଲିବ ନନ୍ଦନକାନନ! ଚାଲିଛି ବିଚାରବିମର୍ଷ Abinash Kumar Dhal Aug 1, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ମାସ ବନ୍ଦ ରହିବା ପରେ ମଙ୍ଗଳବାର ଦିନ ଅର୍ଥାତ ଅଗଷ୍ଟ ୩ରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବର୍ତ୍ତମାନ ବ୍ୟାଟେରି ଚାଳିତ ଗାଡ଼ ଓ ବୋଟିଂ ପର୍ଯ୍ୟଟକଙ୍କ ବନ୍ଦ ରହିବ।…
Featured ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର Abinash Kumar Dhal Aug 1, 2021 ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ…
Featured ଟୋକିଓରେ ୭ଟି ପଦକ ସହିତ ମହିଳା ସନ୍ତରଣକାରୀଙ୍କ ବିଶ୍ୱ ରେକର୍ଡ Abinash Kumar Dhal Aug 1, 2021 ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସରେ ମହିଳାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିବା ବେଳେ ଗୋଟିଏ ସଂସ୍କରଣରେ ୭ ପଦକ ସହିତ ବିଶ୍ୱ ରେକର୍ଡ କରିଛନ୍ତି ଏମ୍ମା ମେକନ୍ । ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ଏମ୍ମା ୪ଟି…
Featured ଶ୍ରାବଣ ମାସରେ କ୍ଷୀରରୁ ପ୍ରସ୍ତୁତ ଜିନିଷ ଖାଇବା ଉଚିତ୍ ନୁହେଁ, ଜାଣନ୍ତୁ ଏହାର କାରଣ…. Abinash Kumar Dhal Aug 1, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଶ୍ରାବଣ ମାସରେ କ୍ଷୀର, ଦହି ଏବଂ ସେଥିରୁ ପ୍ରସ୍ତୁତ ଜିନିଷ ଖାଇବା ଉଚିତ୍ ନୁହେଁ ଆପଣ ମଧ୍ୟ ଆଗରୁ ଶୁଣିଥିବେ । କିନ୍ତୁ ଯଦି ଆପଣ କାହାକୁ ପଚାରନ୍ତି କାହିଁକି ଖାଇବା ଉଚିତ୍ ନୁହେଁ…
Breaking News ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍ କିଣିବା ପାଇଁ ବଡ ସୁଯୋଗ ଆଣିଲା ବିଡିଏ, ଜାଣନ୍ତୁ କେମିତି କରିବେ ଆବେଦନ Abinash Kumar Dhal Aug 1, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍ କିଣିବା ପାଇଁ ବଡ ସୁଯୋଗ ଆଣିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ଭୁବନେଶ୍ବର ସହରାଞ୍ଚଳ ଭିତରେ ଥିବା ୭ଟି ବିକଶିତ ପ୍ଲଟ୍ ଓ ଫ୍ଲାଟ୍…
Featured ମାସକୁ ୧.୩ ଲକ୍ଷ ଟଙ୍କା ଦେବ ଅର୍ଥ ମନ୍ତ୍ରାଳୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର Abinash Kumar Dhal Aug 1, 2021 ନୂଆଦିଲ୍ଲୀ: ଆପଣଙ୍କୁ ମିଳିଛି କି ଏମିତି ମେସେଜ୍ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜରୁରୀ କାଳୀନ ଅର୍ଥରାଶି ଭାବରେ ମାସିକ ୧.୩ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯ।।ଉଛି । ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ ମିଳିଛି…
Featured ୪୧ ବର୍ଷ ପରେ ସେମିରେ ଭାରତୀୟ ହକି ଦଳ: ୩-୧ରେ ଗ୍ରେଟ ବ୍ରିଟେନକୁ ହରାଇଲା Abinash Kumar Dhal Aug 1, 2021 ନୂଆଦିଲ୍ଲୀ: ରବିବାର ଭାରତୀୟ ଫ୍ୟାନଙ୍କ ପାଇଁ ବେଶ ଖୁସି ଖବର ଆଣିଛି । ପ୍ରଥମେ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର…
Featured ସୁନାଝିଅ ସିନ୍ଧୁଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଟ୍ୱିଟ୍ କରି ଏମିତି କହିଲେ ମୋଦୀ ଓ ନବୀନ Abinash Kumar Dhal Aug 1, 2021 ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁଙ୍କ ବ୍ରୋଞ୍ଜ ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମ ଭାରତୀୟ ସଟଲର ଭାବରେ ଦୁଇ ଦୁଇ ଥର ଅଲିମ୍ପିକ୍ ପଦକ ହାସଲ କରିଥିବା ସିନ୍ଧୁଙ୍କୁ ସୋସିଆଲ…
Featured ‘ରାଜନୈତିକ ଚକ୍ରବ୍ୟୁହର ଶିକାର ହେଉଛନ୍ତି ଚାଷୀ’ Abinash Kumar Dhal Aug 1, 2021 ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାର, ଦଳର ନେତା ଓ କର୍ମୀମାନେ କୃଷି ଏବଂ କୃଷକର ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିବା କହିଚାଲିଛନ୍ତି । ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟର…
Breaking News ସେନସେସନାଲ ସିନ୍ଧୁ: ଭାରତ ପାଇଁ ହାସଲ କଲେ ଦ୍ୱିତୀୟ ପଦକ Abinash Kumar Dhal Aug 1, 2021 ନୂଆଦିଲ୍ଲୀ: ଟୋକିଓରେ ଭାରତ ଏହାର ଦ୍ୱିତୀୟ ପଦକ ହାସଲ କରିଛି । ଟୋକିଓରେ ଭାରତୀୟ ତ୍ରିରଙ୍ଗାକୁ ଲହରେଇବାର ସୁଯୋଗ ଦେଇଛନ୍ତି ପିଭି ସିନ୍ଧୁ । ସଟଲ କୁଇନ୍ ପି ଭି ସିନ୍ଧୁ ରବିବାର ବ୍ରୋଞ୍ଜ ପଦକ ମୁକାବିଲାରେ ସିଧାସଳଖ…