ସୋମବାରଠୁ ସମସ୍ତ ରୁଟ୍ରେ ଗଡ଼ିବ ‘ମୋ ବସ୍’, ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କରୋନା ମହାମାରୀ କଟକଣା ପାଇଁ ବନ୍ଦ ଥିବା ‘ମୋ ବସ୍’ ସେବା ଆସନ୍ତା ୨ତାରିଖ ଅର୍ଥାତ ସୋମବାରରୁ ପୁଣି ଥରେ ଚାଲିବ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରି ଏହି ବସ୍…