କ୍ରୀଡାପ୍ରେମୀଙ୍କୁ ଝଟକା: ବିନା ଦର୍ଶକରେ ଟୋକିଓ ୨୦୨୦

ଟୋକିଓ: କ୍ରୀଡାପ୍ରେମୀଙ୍କୁ ଝଟକା । ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ମିଳିଲାନି ଅନୁମତି । ଜାପାନରେ କରୋନା ସଂକ୍ରମଣ ବଢୁଥିବାରୁ ଗୁରୁବାର ଏଭଳି ଏକ ନିଷ୍ପତ୍ତି ନେଇଛି ଅଲିମ୍ପିକ୍ସ କମିଟି ।…

ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ; ଆଉ କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…

ଚା’ ବିକାଳି ପାଲଟିଛନ୍ତି ତେନ୍ଦୁଲକରଙ୍କ ସହ ଖେଳୁଥିବା ଏହି ଖେଳାଳି

ଗୌହାଟୀ: ଏକଦା କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ପରି ଖେଳାଳିଙ୍କୁ ବୋଲିଂ କରିଥିବା କ୍ରିକେଟର ଆଜିକା ସମୟରେ ଚା ବିକୁଛନ୍ତି । ଆସାମର ବାମହାତୀ ସ୍ପିନର ପ୍ରକାଶ…

ଚାଷ ପାଇଁ ଲକ୍ଷେ କୋଟି : କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ପରେ ଗୁରୁବାର ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ…

ବଦଳୁଛି ଇପିଏଫ୍ ନିୟମ: ଶୀଘ୍ର କରନ୍ତୁ ଏହି କାମ, ନହେଲେ ମିଳିବନି ପିଏଫ୍ ଟଙ୍କା

ନୂଆଦିଲ୍ଲୀ: ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ପାଇଁ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ନିୟମରେ ବଡ ପରିବର୍ତ୍ତନ ଘୋଷଣା କରାଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅର୍ଥ ହାସଲ…

ବିଶ୍ୱସୁନ୍ଦରୀ ହେବା ପରେ ତଳେ ବସି ଖାଇଥିଲେ ଐଶ୍ୱର୍ଯ୍ୟା: ଫଟୋ ହେଉଛି ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ପୁରୁଣା ଫଟୋ ବେଶ ଭାଇରାଲ ହୋଇଛି । ବିଶ୍ୱ ବିଜୟିନୀ ହେବାର ଠିକ୍ ପରେ ନିଜ ମା’ ବ୍ରିନ୍ଦାଙ୍କ ସହିତ ତଳେ ବସି ଖାଉଥିବାର…

୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି…

ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର…