Featured ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ Abinash Kumar Dhal Jul 2, 2021 ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଅଗଷ୍ଟ ୧୩ ପର୍ୟ୍ୟନ୍ତ ଜାରି ରହିବ । ସଂସଦର କ୍ୟାବିନେଟ୍ କମିଟି ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏହି ଘୋଷଣା କରାଯାଇଛି। ତେଣୁ…
Breaking News ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ! Abinash Kumar Dhal Jul 2, 2021 ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ…
Featured CDS ବିପିନ ରାୱତଙ୍କ ବଡ ଘୋଷଣା: ପ୍ରତିଷ୍ଠା ହେବ AIR Defence Command Abinash Kumar Dhal Jul 2, 2021 ନୂଆଦିଲ୍ଳୀ : ଜମ୍ମୁ କଶ୍ମୀରରେ ଡ୍ରୋନ୍ ଆକ୍ରମଣ ପରେ ଭାରତୀୟ ସେନା ବର୍ତ୍ତମାନ ଫୁଲ ଆକ୍ସନ ମୋଡରେ । ଆକାଶ ମାର୍ଗରୁ ଦେଖା ଦେଉଥିବା ବିପଦର ମୁକାବିଲା ପାଇଁ ଏୟାର ଡିଫେନ୍ସ କମାଣ୍ଡ ନେଇ ଘୋଷଣା କରିଛନ୍ତି ସିଡିଏସ୍…
Featured ଜନ୍ମଦିନରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ବ୍ୟୋମକେଶ Abinash Kumar Dhal Jul 2, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ନିଜ ଜନ୍ମଦିନରେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବ୍ୟୋମକେଶ । କରୋନା କଟକଣାକୁ…
Featured ଦୁଇ ହାତ ହରାଇ ମଧ୍ୟ ଦୁବାଇ ପ୍ରିମିୟର ଲିଗରେ ଜଲୱା ଦେଖାଉଛନ୍ତି ଅମୀର ହୁସେନ୍ ଲୋନ୍ Abinash Kumar Dhal Jul 2, 2021 ନୂଆଦିଲ୍ଳୀ: ଭାରତ ଏକ କ୍ରିକେଟ ପାଗଳ ଦେଶ । ତେବେ ପାରମ୍ପରିକ କ୍ରିକେଟ ଖେଳାଳିଙ୍କୁ ଦେଶରେ ଯେଉଁଭଳି ବ୍ୟବହାର ମିଳିଥାଏ ଦିବ୍ୟାଙ୍ଗ କ୍ରିକେଟର ମାନଙ୍କୁ ସମାନ ବ୍ୟବହାର ମିଳିନଥାଏ । ଏପରି ପରସ୍ଥିତିରେ ଜମ୍ମୁ…
Featured ମାନା ପଟେଲ ରଚିଲେ ଇତିହାସ; ପ୍ରଥମ ମହିଳା ଭାବେ ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା Abinash Kumar Dhal Jul 2, 2021 ନୂଆଦିଲ୍ଳୀ: ପ୍ରଥମ ମହିଳା ସନ୍ତରଣକାରୀ ଭାବରେ ଟୋକିଓ ଟିକେଟ ହାସଲ କରିଛନ୍ତି ମାନା ପଟେଲ । ୨୧ ବର୍ଷୀୟ ମାନା ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ ଭାବରେ ଇତିହାସ ରଚିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ତୃତୀୟ ଭାରତୀୟ…
Featured ଭୟାବହ ହେବ ନାହିଁ ତୃତୀୟ ଲହର: ସିବିକେ ମହାନ୍ତି Abinash Kumar Dhal Jul 2, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ତୃତୀୟ ଲହର କେତେ ବିପଦଯୁକ୍ତ ହେବ ତାକୁ ନେଇ ଏବେ ସବୁଠି ଭୟର ବାତାବାରଣ । ଏହା ଭିତରେ ଏକ ବଡ଼…
Featured ୨୮ତମ ଜନ୍ମଦିବସରେ ନିଜ ସ୍ତ୍ରୀକୁ ପୁଣି ବିବାହ କରିବେ ‘ମ୍ରିତକ’ Abinash Kumar Dhal Jul 2, 2021 ନୂଆଦିଲ୍ଲୀ: ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ପାଇଁ ସରକାରଙ୍କ ସହିତ ୧୮ ବର୍ଷ ଲଢେଇ କରିଥିବା ଲାଲ ବିହାରୀ ମ୍ରିତକ ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ଲାଲ ବିହାରୀ ଦ୍ୱିତୀୟ ଥର ବିବାହକୁ ନେଇ ଚର୍ଚ୍ଚାରେ…
Featured ୟାମିଙ୍କୁ ଇଡିର ସମନ; ଜାଣନ୍ତୁ କାହିଁକି Abinash Kumar Dhal Jul 2, 2021 ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ । ନିକଟରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ଚର୍ଚ୍ଚାରେ ଥିବା ୟାମୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ବିଦେଶୀ ମୁଦ୍ରା ହେରଫେର…
Featured ୩ ଲସ୍କର ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ Abinash Kumar Dhal Jul 2, 2021 ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ୩ ଜଣ ଲସ୍କର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କଶ୍ମୀରର…