ମାଡ଼ି ଆସୁଛି ବାତ୍ୟା ‘ୟଶ୍’,ଅଶାନ୍ତ ହୋଇଛି ସମୁଦ୍ର; ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ: IMD ଡିଜି…

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ା୫ (ବ୍ୟୁରୋ): ବାତ୍ୟାର ସ୍ଥିତି ଓ କ୍ଷୟକ୍ଷତି ନେଇ ଭାରତୀୟ ପାଣିାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ କରି କହିଛନ୍ତି ଯେ, ଏହି ବାତ୍ୟା ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି…

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ଆସିବେ, ଜାଣନ୍ତୁ ବିଶ୍ବବାସୀଙ୍କ ଉପରେ କ’ଣ ପଡିବ…

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର); ବାତ୍ୟା ଓ କରୋନାର ଆତଙ୍କ ମଧ୍ୟରେ ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହା ୨୦୨୧ ମସିହାର ଶେଷ ‘ସୁପରମୁନ୍‌’ ଭାବେ ଦେଖାଯିବ । ଏଥର ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖି…

ମାଡି ଆସୁଛି ବାତ୍ୟା ୟଶ୍, ପାରାଦୀପରୁ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ: ବାସୁଦେବପୁର, ବାହାନଗା ମଧ୍ୟରେ କରିବ ଲ୍ୟାଣ୍ଡ୍‌ଫଲ୍‌, ବୁଧବାର…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା "ୟଶ୍' । ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି । ଏବେ  ସୁଦ୍ଧା…

ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କୁ ଚାକିରିରୁ ସସପେଣ୍ଡ କଲା ରେଲୱେ

ନୂଆଦିଲ୍ଲୀ : ୨୦ ଦିନର ଲୁଚକାଳି ଖେଳ ପରେ ଦିଲ୍ଲୀ ପୋଲିସର ପଞ୍ଝାକୁ ଆସିବା ପରେ ପହିଲମା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏବେ ସୁଶୀଲଙ୍କୁ ଉତର ରେଲୱେ ଚାକିରିରୁ ନିଲମ୍ବନ କରିଛି । ଉତର ରେଲୱେର…

ରତନ ଟାଟାଙ୍କ ଉଦାରତା, କୋଭିଡରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଅବସର ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ : ଦେଶର ବଡ ଉଦ୍ୟୋଗପତି ରତନ ଟାଟା ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟାଙ୍କ କମ୍ପାନୀ ଟାଟା ଷ୍ଟିଲ୍ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ…

ଇସିବି ବଢାଇଲା ବିସିସିଆଇର ଟେନସନ, ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଅଗଷ୍ଟ ୪ରୁ ଆରମ୍ଭ ହେବ । ଅନ୍ୟପଟେ ବିସିସିଆଇ ଆଇପିଏଲର ବଳକା ମ୍ୟାଚର ଆୟୋଜନ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ଏଥିପାଇଁ…

ସୁଶୀଲ କୁମାରଙ୍କୁ ମିଳିପାରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ସଜା: ଦିଲ୍ଲୀ ହାଇକୋର୍ଟ ଓକିଲ

ନୂଆଦିଲ୍ଲୀ : ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ତାରିଖ ରାତିରେ ପହିଲମାନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଏବେ ନିଜ ଭୁଲ ବୁଝି ପାରୁଛନ୍ତି । ଜେଲ ଚାରି କାନ୍ଥ ଭିତରକୁ…

ଆଂଟିଗୁଆରୁ ଫେରାର ହୋଇ କ୍ୟୁବା ଚାଲିଗଲା ପଳାତକ ମେହୁଲ ଚୋକସି ! ବଢିଲା ସିବିଆଇ ଓ ଇଡିର ମୁସ୍କିଲ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟି ଭାରତରୁ ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଏବେ ଆଂଟିଗୁଆରୁ ନିଖୋଜ ହୋଇ ଯାଇଛି । ସେଠାକାର ପୋଲିସ ରବିବାର ସନ୍ଧ୍ୟାରୁ…

ସିବିଆଇ ନିର୍ଦ୍ଦେଶକ ଉପରେ ହୋଇ ପାରିଲାନି ନିଷ୍ପତି, ସରକାରଙ୍କୁ ନିୟମ ସ୍ମରଣ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକଙ୍କୁ ନେଇ ସୋମବାର ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା । ହେଲେ ଏହା ଉପରେ କୌଣସି ନିଷ୍ପତି ହୋଇ ପାରି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌ କ୍ରିକେଟ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୨୦୨୧ ଏସିଆ କପ୍‌  କ୍ରିକେଟ୍‌ ପ୍ରତିଯୋଗିତା ୨୦୨୩କୁ  ଘୁଞ୍ଚାଇ ଦିଆ ଯାଇଛି । ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର…