ଜନ୍ମଦିନରେ ନୂଆ ଜୀବନ ପାଇ ଘରକୁ ଫେରିଲେ ରୋଗୀ, କରୋନା ସଂକ୍ରମିତଙ୍କ ଜନ୍ମଦିନ ପାଳିଲେ ହସ୍ପିଟାଲ୍‌ କର୍ମଚାରୀ

ବ୍ରହ୍ମପୁର ଅଫିସ: ଅନେକାଂଶ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କ  ସଠିକ୍‌ ଚିକିତ୍ସା ସହ ଦେଖାଶୁଣା ହେଉନଥିବା ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ  ମିଳିଛି । ଏଭଳି ସ୍ଥଳେ ହସ୍ପିଟାଲରେ ସଠିକ୍‌ ଚିକିତ୍ସା…

ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କଲେ ମହିଳା ତହସିଲ୍‌ଦାର, ଭିଡିଓ ଭାଇରାଲ ପରେ ଅଡୁଆରେ ପୁଲିସ

ଜଗତସିଂହପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନୃତ୍ୟକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା । କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର…

ଦିନେ ମଇଦାନରେ ଗୋଲ୍ ମାରି ଗୋଲ୍ଡ ଆଣୁଥିଲେ, ଏବେ ପେଟ ପାଇଁ ଇଟା ଭାଟିରେ କାମ କରୁଛନ୍ତି ଅନ୍ତର୍ଜାତୀୟ ଫୁଟବଲ୍‌ ତାରକା; ଗଣମାଧ୍ୟମରେ…

ରାଞ୍ଚି (ଓଡ଼ିଶା ଭାସ୍କର): ଦେଶର ଅନେକ କ୍ରୀଡ଼ା ପ୍ରତିଭା ସରକାରଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ ଆର୍ଥିକ ସଙ୍କଟରେ ପଡି ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାଡଖଣ୍ଡର ଅନ୍ତର୍ଜାତୀୟ…

ଜୁନ୍‌ ପହିଲା ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବ ଭାରତୀୟ ପରୀକ୍ଷା ତଥା ବିଭିନ୍ନ ରାଜ୍ୟର ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଗାମୀ ଦିନରେ…

ଆଜି ବାତ୍ୟାର ରୂପ ନେବ “ୟାସ୍‌’:୨୪ ଘଣ୍ଟା ପରେ ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା, ପାରାଦୀପଠୁ ୫୭୦…

ଭୁବନେଶ୍ବର/ ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର ): ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ଅଧିକ ଘନୀଭୂତ ହୋଇଅବପାତରେ ପରିଣତ ହୋଇଛି ।ସୋମବାର ସକାଳେ ସାମୁଦ୍ରିକ ଝଡ"ୟାସ୍‌' ବ୍ୟାତାର ରୂପ ନେବ । ଏହାର୨୪…

ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର୍ମୀ ଗାଇଲେ ‘ନମୋ ନମୋ’ ଗୀତ, ଝୁମିଲେ କରୋନା ସଂକ୍ରମିତ ରୋଗୀ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ( ଓଡ଼ିଶା ଭାସ୍କର): କରୋନା ଭାଇରସ୍‌ର ୨ୟ ଲହରୀରେ ଅନେକ ପରିବାର ସେମାନଙ୍କ ପରିଜନଙ୍କୁ ହରାଇଛନ୍ତି । ଏହି ଭୟଙ୍କର ସ୍ଥିତିରେ ରୋଗୀଙ୍କ ଓଠରେ ହସ ଫୁଟାଇବା ଉଦ୍ଦେଶ୍ୟରେ ଅନେକ ସମୟରେ ସ୍ୱାସ୍ଥ୍ୟକର୍ମୀମାନେ…

ମାଡ଼ି ଆସୁଛି ‘ୟଶ’: ବାତ୍ୟାର ଭୀଷଣ ରୂପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର (ଓଡିଶା ଭାସ୍କର ) : ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ’। ଭେରି ସିଭିୟର ସାଇକ୍ଲୋନ ଅବସ୍ଥାରେ ମୁହାଁଉଥିବ ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌…

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍; ୧୧ ଜଣ ଅସୁସ୍ଥ ,୩ ଗୁରୁତର

ପାରାଦୀପ (ଓଡ଼ିଶା ଭାସ୍କର): ପାରାଦୀପ ଲକ ଥାନା ଅନ୍ତର୍ଗତ ପାରାଦୀପଗଡ଼ର ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ନାମକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ହଠାତ୍…

ଜୁନ୍‌ ପ୍ରଥମ ସପ୍ତାହରେ ଲଞ୍ଚ କରିବ ରିଅଲମିର ଶକ୍ତିଶାଳୀ ସ୍ମାର୍ଟଫୋନ୍ ‘ରିଅଲମି- GT’, ୪୫୦୦ ଆମ୍ପିୟର ବ୍ୟାଟେରୀ ସହ ମିଳିବ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଆଉ ଏକ ନୂତନ ଶକ୍ତିଶାଳୀ ସ୍ମାର୍ଟଫୋନ୍ ବଜାରକୁ ଆସିବାକୁ ଯାଉଛି। ଏବେ ବଜାରରେ ରିଅଲମି ଜିିଟି ଇଣ୍ଡିଆ…

କରୋନାରୁ ମୁକ୍ତ ହେଲେ କ୍ରିଷ୍ଣା, ଖୁବଶୀଘ୍ର ଭାରତୀୟ ଦଳରେ ଯୋଗ ଦେବେ

ନୂଆଦିଲ୍ଲୀ ( ଓଡ଼ିଶା ଭାସ୍କାର)  : ଆଗାମୀ ଇଂଲଣ୍ଡ ଗସ୍ତରେଯିବା ପାଇଁ ଭାରତୀୟ କ୍ରିକେଟଦଳରେ ସ୍ଥାନ ପାଇଥିବା ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ…