ରକ୍‌ଷ୍ଟାର କର୍ଟ କୋବେନ୍‌ଙ୍କ ୬ଟି କେଶ ୧୦ ଲକ୍ଷରେ ନିଲାମ,ପ୍ରଥମ ଆଲ୍‌ବମ ମୁକ୍ତିଲାଭର ୪ ମାସ ପୂର୍ବରୁ କର୍ଟ କାଟିଥିଲେ କେଶ

ବିଶ୍ୱର ଅନ୍ୟତମ ସବୁଠୁ ପ୍ରଭାବଶାଳୀ ରକ୍‌ଷ୍ଟାର କର୍ଟ କୋବେନ୍‌ । ୧୯୯୪ ମସିହାରେ ସେ ଇହ ଜଗତରୁ ବିଦାୟ ନେଇଥିଲେ ସତ, କିନ୍ତୁ ସମଗ୍ର ବିଶ୍ୱରେ ଆଜି ବି ତାଙ୍କର ଲକ୍ଷାଧିକ ପ୍ରଶଂସକ ଅଛନ୍ତି । ନିକଟରେ କର୍ଟ…

କରୋନା ସଙ୍କଟ ସମୟରେ ସ୍ୱତନ୍ତ୍ର କୋଭିଡ୍‌-୧୯ ରିଲିଫ୍‌ ଅଫର୍‌ ଘୋଷଣା କଲା ‘VI’, ୬୦ ନିୟୁତ ନିମ୍ନ ଆୟକାରୀ ଗ୍ରାହକଙ୍କ…

ଭୁବନେଶ୍ୱର (ଆ.ପ୍ର) : ଭାରତର ଅଗ୍ରଣୀ ଟେଲିକମ୍‌ ଅପରେଟର୍‌ ୱି ପକ୍ଷରୁ ସଂପ୍ରତି ମହାମାରୀର ଦ୍ୱିତୀୟ ଲହର ସମୟରେ ଯୋଗାଯୋଗ (ସମ୍ପର୍କ)ରେ ରହିବାରେ ସହାୟତା ପ୍ରଦାନ କରିବା ଲାଗି ଏହାର ୬୦ ନିୟୁତ ନିମ୍ନ ଆୟକାରୀ…

ଇଂଲଣ୍ଡରେ ଆଇପିଏଲ୍‌ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା; ୨୯ରେ ବିସିସିଆଇର ସ୍ୱତନ୍ତ୍ର ବୈଠକରେ ହେବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିପରି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଓ ଟି-୨୦ କ୍ରିକେଟ ବିଶ୍ୱକପ୍‌…

ଆସିଲା ରିଅଲ୍‌ମି ୭ଆଇର ନୂତନ ସଂସ୍କରଣ, ରହିଛି ଅନେକ ସ୍ମାଟ୍ ଫିଚର୍

ନୂଆଦିଲ୍ଲୀ : ରିଅଲ୍‌ମି ଟେଲିକମ୍‌ କମ୍ପାନୀ ଏହାର ଲୋକପ୍ରିୟ ସ୍ମାର୍ଟଫୋନ୍‌ ରିଅଲ୍‌ ୭ଆଇ ପାଇଁ ଆଣ୍ଡ୍ରଏଡ୍‌ ୧୧ ଉପରେ ଆଧାର କରି ରିଅଲ୍‌ ୟୁଏଲ୍‌୨.୦ର ଏକ ନୂତନ ସଂସ୍କରଣ ଆଣିଛି । ଏହି ନୂଆ ଅବତାରରେ କମ୍ପାନୀ…

କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିନରାୟୀ ବିଜୟନ, ନୂଆ କ୍ୟାବିନେଟ୍‌ରେ ବାଦ୍ ପଡିଲେ ସବୁ ପୁରୁଣା ଚେହେରା

ଥିରୁଭନନ୍ତପୁରମ ୨୦/୦୫: ସିପିଆଇଏମର ବରିଷ୍ଠ ନେତା ପିନରାୟୀ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କ୍ରମାଗତ ଭାବେ ଦ୍ଵିତୀୟ…

ପୂଜାଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ଘରେ ନକାରାତ୍ମକତା ବୃଦ୍ଧି ପାଇବା ସହ ବଢ଼ିବ ଅସୁବିଧା

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ  । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ  । କିନ୍ତୁ ପୂଜାସ୍ଥଳିରେ କିଛି…

କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ, କହିଲେ ‘ମୁଁ ସଂପୂର୍ଣ୍ଣ ଫିଟ୍‌ ଓ ଫାଇନ୍‌ ଅଛି’…

ନୂଆଦିଲ୍ଲୀ ୨୦/୦୫: କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ। ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସୂଚନା ମୁତାବିକ, ମିଲଖା ସିଂହଙ୍କର ପୁଅ…

ସରିିଥିଲା ନିର୍ବନ୍ଧ, ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି; ସହିଲାନି ଦଇବ, କରୋନାରେ ଚାଲିଗଲା ଯୁବକଙ୍କ ପ୍ରାଣ

ବ୍ୟାସନଗର (ଆ.ପ୍ର): ସହିଲାନି ଦଇବ, ବିଧିର ବିଧାନ ଥିଲା କିଛିଟା ଭିନ୍ନ। ବିବାହ ପାଇଁ ଆସିଥିଲେ ଯୁବକ। ନିର୍ବନ୍ଧ ସରିଥିଲା ବେଳେ କରୋନାରେ ଜଣେ ଯୁବକଙ୍କୁ ଚିରଦିନ ପାଇଁ ଆରପାରିକି ପଠେଇ ଦେଇଛି । ଏଭଳି ଏକ ଅଭାବନୀୟ…

ଏବେ ହ୍ୱାଟ୍ସଆପ୍‌ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ, ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକରୁ ଅଧିକ ଟିକାକରଣ ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଂଚି ଏଥିପାଇଁ ସରକାର ବିଭିନ୍ନ ଉପାୟ…