Featured ବୟଫ୍ରେଣ୍ଡଙ୍କ ଡେଡ୍ ବଡିରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଗଲେ ପ୍ରେମିକା Abinash Kumar Dhal Jun 30, 2021 ନୂଆଦିଲ୍ଲୀ: ବୟଫ୍ରେଣ୍ଡଙ୍କ ମୃତ ଶରୀରରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଛନ୍ତି ଜଣେ ମହିଳା । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ଅଷ୍ଟ୍ରେଲିଆର ଶୀତକାଳୀନ ଅଲିମ୍ପିଆନ୍ ଆଲେକ୍ସ ପୁଲିନଙ୍କ ମୃତ…
Featured ପ୍ରକୃତିର ବିଚିତ୍ର ସୃଷ୍ଟି ‘ନାଲି ଟୁକୁଟୁକୁ ସାଧବ ବୋହୂ’ Abinash Kumar Dhal Jun 30, 2021 ବାଲିମେଳା (ଓଡ଼ିଶା ଭାସ୍କର): ସରିଯାଇଛି ଗ୍ରୀଷ୍ମର ପ୍ରକୋପ । ମୌସୁମୀର ଆଗମନ ସହ ଭିଜୁଛି ଧରିତ୍ରୀ । ଥୁଣ୍ଟା ଗଛରେ କଅଁଳିବାକୁ ଆରମ୍ଭ କରିଛି ପତ୍ର ଏଭଳି ମନୋରମ ମୁହୂର୍ତ୍ତରେ ମାଟି ଓ ପାଣିର ମିଳନରେ ଜନ୍ମ ନେଇଛି…
Featured ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ Abinash Kumar Dhal Jun 30, 2021 ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ…
Featured ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ରୁଜୁ ହେଲା ମାମଲା Abinash Kumar Dhal Jun 30, 2021 ଚେନ୍ନାଇ: ଦିବଙ୍ଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶୀକଳା ହତ୍ୟା ଧମକ ପାଇଁ ଅଡୁଆରେ ପଡିଛନ୍ତି । ପୂର୍ବତନ ତାମିଲନାଡୁ ଆଇନମନ୍ତ୍ରୀ ତଥା ଏଆଇଡିଏମକେ ନେତା ସି ଭି ସନମୁଗମ…
Featured ୪ ବର୍ଷରେ ସର୍ବନିମ୍ନ ସ୍ତରରେ ସୁନା ଦର; ଜାଣନ୍ତୁ ସୁନାରେ ନିବେଶ କରିବାର ଶ୍ରେଷ୍ଠ ଉପାୟ Abinash Kumar Dhal Jun 30, 2021 ନୂଆଦିଲ୍ଲୀ : ସୁନା ଏପରି ଏକ ଅଳଙ୍କାର ଯାହା ଭାରତୀୟ ମହିଳାଙ୍କ ସବୁଠାରୁ ପ୍ରିୟ । ଭାରତ ଏପରି ଏକ ରାଷ୍ଟ୍ର ଯେଉଁଠାରେ ବିଶ୍ୱର ସବୁଠାରୁ ଅଧିକ ସୁନା ଗଚ୍ଛିତ ରହିଛି । ବୁଧବାର ଭାରତୀୟ ବଜାରରେ ସୁନା ଦର ୪୬ ହଜାର ୫୦୯…
Featured ରାସ୍ତ।କଡରୁ ମିଳିଥିବା ଛୁଆକୁ ଛଡେଇ ନେଲା ପୋଲିସ; ସୁର ସାଜିଲେ ତ୍ରାଣକର୍ତ୍ତା Abinash Kumar Dhal Jun 30, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଟିଆ ସ୍ଥିତ ଇନଫୋସିଟି ଥାନା ଅଧୀନରେ ଜନୈକ ଦମ୍ପତ୍ତିଙ୍କ ଛୁଆକୁ ପୋଲିସ ଛଡେଇ ନେଇଛି । ତେବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ହସ୍ତକ୍ଷେପ ପରେ ପୁନର୍ବାର ଶିଶୁଟିର ଲାଳନ ପାଳନ…
Featured ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍ Abinash Kumar Dhal Jun 30, 2021 ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
Featured ରାଜ୍ୟରେ ଆଂଶିକ ଲକଡାଉନ୍: ଜାଣନ୍ତୁ କ୍ୟାଟେଗୋରୀ A ଓ Bରେ କ’ଣ ଖୋଲା, କ’ଣ ବନ୍ଦ Abinash Kumar Dhal Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ । ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଘୋଷଣା କରିଛନ୍ତି । ସମୁଦାୟ ୨୦ଟି ଜିଲ୍ଲାକୁ…
Featured ଖେଳ ରତ୍ନ ପାଇଁ ରବିଚନ୍ଦ୍ରନ ଅଶ୍ଵିନ ଓ ମିତାଲି ରାଜଙ୍କ ନାମ ସୁପାରିଶ, ଅର୍ଜୁନ ଆଓ୍ଵାର୍ଡ ପାଇଁ ଏହି ଖେଳାଳିଙ୍କ ନାମ ସାମିଲ Abinash Kumar Dhal Jun 30, 2021 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଦିବସୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଓ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କ ନାମ ରାଜୀବ ଗାନ୍ଧୀ ଖେଳ…
Featured ବିନା ହାର୍ଟରେ ୫୫୫ ଦିନ ଜୀବିତ ରହିଲେ ଏହି ବ୍ୟକ୍ତି; ଜାଣନ୍ତୁ କେମିତି Abinash Kumar Dhal Jun 30, 2021 ନୂଆଦିଲ୍ଲୀ : ହୃଦୟ ବିନା ବଞ୍ଚିବା ଅସମ୍ଭବ। ଜୀବନ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ହୃଦୟ ଗୋଟିଏ। ଏହା ବିନା ମଣିଷ ବଞ୍ଚିବା କଳ୍ପନା କରାଯାଇ ପାରିବ ନାହିଁ। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ…