CHARIDHAM

କରୋନାରେ ମୃତ୍ୟୁ ହେଲେ ପରିଜନଙ୍କୁ ମିଳିବ କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କ ଆଦେଶ- ରାଶି ନିର୍ଦ୍ଧାରଣ କରନ୍ତୁ ସରକାର

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ବୁଧବାର ବଡ ନିଷ୍ପତ୍ତି ଆସିଛି। ସର୍ବୋଚ୍ଚ ନ୍ୟାୟାଳୟ କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ…

କ୍ୟାପଟେନ ବନାମ କ୍ରିକେଟର: ସିଦ୍ଧୁଙ୍କ ସହ ରାହୁଲ-ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା,  ପଞ୍ଜାବ ବିବାଦରେ ଶୀଘ୍ର ପଡିବ ପୂର୍ଣ୍ଣଛେଦ ?

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ଜାରି  କଳହ ଥମିବାର ନାଁ ଧରୁନାହିଁ। ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ବନାମ କ୍ରିକେଟର ମଧ୍ୟରେ ଜାରି ବିବାଦ ପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାର୍ଟି…

ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ୍‌, ଓମାନରେ ୮ ଦଳକୁ ନେଇ ପ୍ରଥମ ରାଉଣ୍ଡ୍‌ ମୁକାବିଲା

ଦୁବାଇ (ଓଡ଼ିଶା ଭାସ୍କର): କରୋନା ଆତଙ୍କ ନେଇ ଭାରତ ଚଳିତ ବର୍ଷ ଆୟୋଜନ କରିବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ୍‌ ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪…

ମୋଦିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଏୟାରଫୋର୍ସ ଷ୍ଟେସନ୍‌ ବିସ୍ଫୋରଣରେ ସାମିଲ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ୍‌, କେନ୍ଦ୍ର ଗୃହମନ୍ତ୍ରୀ…

ମଡ଼ର୍ଣ୍ଣା ଟିକା ଆମଦାନୀ ପାଇଁ ସିପ୍ଲାକୁ ଡିସିଜିଆଇ ଅନୁମତି, କୋଭିଡ୍ ଲଢ଼େଇରେ ଗେମ୍‌ ଚେଞ୍ଜର ହେବ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍‌- ଭି ପରେ ଏବେ ଭାରତରେ ଉପଲବ୍ଧ ହେବ ମଡ଼ର୍ଣ୍ଣା କରୋନା ଟିକା । ଆମେରିକାର ଏହି ଟିକାର ଆମଦାନୀ ପାଇଁ ସି୍ଲାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ…

ଆଇସିୟୁରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଚିକିତ୍ସା ଜାରି ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌

ଢେଙ୍କାନାଳ,(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜ କଙଋର ଯାଦୁଗରୀରେ ଅଗଣିତ ଫ୍ୟାନ୍‌ ସୃଷ୍ଟି କରିଥିବା କଙଋଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ଲିଭର…

କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧା, ଆୟୁଷ ଡାକ୍ତର ସ୍ନେହାଶୀଷ ଗିରିଙ୍କ ପରଲୋକ

ଫୁଲବାଣୀ(ଓଡ଼ିଶା ଭାସ୍କର) : କୋଭିଡ ଯୁଦ୍ଧରେ ଆଖିବୁଜିଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧାର। ଗତକାଲି ଜକନ୍ଧମାଳ ଜିଲ୍ଲା ଖଜୁରୀପଡାଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି କଟକ ଏସ୍ସିବି ମେଡିକାଲରେ ଶେଷ…

ରାଶିଫଳ (ବୁଧବାର ,୩୦ ଜୁନ ,୨୦୨୧)

ମେଷ: ସାମାଜିକ ସମ୍ପର୍କ ସୁଦୃଢ ହେବ । ବନ୍ଧୁମାନଙ୍କ ସହ ଖୁବ୍‌ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତା ମିଳିବ । ମନ ପ୍ରଫୁଲ ରହିବ। ବୃଷ: କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ…

ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍

ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।…

ଏହି ୧୧ ଜିଲ୍ଳାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟର ୧୧ଟି ଜିଲ୍ଲାରେ ବୁଧବାର ଟିକାକରଣ ବନ୍ଦ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣରେ ଟିକା ମହଜୁଦ ନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି…