ଲକ୍ଡାଉନ୍ ସମୟରେ ମାତିଲେ ଛେଳିଚୋରୀ ଗ୍ୟାଙ୍ଗ: ଅଧରାତ୍ରରେ ଗୁହାଳ ପଶି କରୁୁଛନ୍ତି ଚୋରୀ, ଚିନ୍ତାରେ ଗରିବ ଚାଷୀ
ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଚଅଁରପଦା ପଞ୍ଚାୟତରେ ମାତିଛନ୍ତି ଛେଳି ଚୋରୀ ରାକେଟ । ଶତାଧିକ ଛେଳି ଚୋରି ହୋଇଥିବା ବେଳେ ଗରିବ ମାନେ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଏହି ଘଟଣାକୁ ହାଲକା…