ମୋଦୀଙ୍କ ନାମରେ ଭୋଜନ ଥାଳି;ଜନ୍ମ ଦିନରେ ମିଳିବ ୫୬ ଇଞ୍ଚ୍‌ ମୋଦୀ ଜୀ ଥାଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖ ତାଙ୍କର ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରେ ବିଭିନ୍ନ ବନ୍ଦୋବସ୍ତ ମଧ୍ୟ କରାଯାଉଛି। ତେବେ ଏହି ସବୁ ଭିତରେ ବାଦ ପଡି ନାହିଁ…

ଅନୁଭବଙ୍କ ଟ୍ୱିଟର ଆଟାକ: ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ମାରିଲେ ପ୍ରଶ୍ନବାଣ

କଟକ: କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟ ବାରଣ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି ସାଂସଦ ଅନୁଭବ । ଯାହାକୁ ନେଇ ପୁଣି ଆରମ୍ଭ…

କୂଳରେ ଲାଗିଲା ଆହତ ଡଲଫିନ: ଉଦ୍ଧାର ପରେ ଗଭୀର ସମୁଦ୍ରରେ ଛାଡି ଆସିଲେ ମତ୍ସଜୀବୀ

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗାର ସମୁଦ୍ର କୂଳରେ ଆସି ଲାଗିଛି ଏକ ଡଲଫିନ୍ । ମହାନତା ଦେଖାଇ ମତ୍ସଜୀବୀମାନେ ଡଲଫିନକୁ ଉଦ୍ଧାର କରିବା ପରେ ଗଭୀର ସମୁଦ୍ରରେ ଛାଡିଛନ୍ତି । ଟ୍ରଲର ମାଡରେ ଡଲଫିନଟି ଆହତ ହୋଇଥିବା ଅନୁମାନ…

ରାଜଧାନୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ନାଇଜେରିଆରୁ ଫେରିଥିଲେ ସଂକ୍ରମିତ ମହିଳା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ । ନାଇଜେରିଆରୁ ଫେରି ଜଣେ ମହିଳା ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ପରେ ତାଙ୍କୁ ଏଲଏନଜିପି ହସ୍ପିଟାଲରେ…

ମାଗଣାରେ ମିଳିବ ନୂଆ ଘର: ଜାଣନ୍ତୁ କିପରି ଓ କେଉଁମାନେ ପାଇବେ ଏହି ସୁବିଧା

ଭୋପାଳ: ସରକାର ଏବେ ଲୋକମାନଙ୍କୁ ଦେବେ ମାଗଣା ଘର । ଘରୋଇ ଜମିରେ ନିର୍ମିତ ପୁରୁଣା ବହୁ ମହଲା କୋଠା ଭାଙ୍ଗିବା ପାଇଁ ପ୍ରୋତ୍ସାହନ ପାଇବେ ଜନତା । ପୁରୁଣା ଫ୍ଲାଟ ପରିବର୍ତ୍ତେ ଲୋକମାନଙ୍କୁ ନୂଆ ଫ୍ଲାଟ ଯୋଗାଇ ଦେବେ…

ଆଜି ଏହି ସ୍ଥାନରେ ହେବ ପ୍ରବଳ ବର୍ଷା: ୧୦ଟି ଜାଗାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ସାରା ଦେଶ ପ୍ରବଳ ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭାରତୀୟ ମେସୂମୀ ବିଭାଗ ଅନୁସାରେ, ଆସନ୍ତା ଶନିବାର ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ…

ଏବର୍ଷ କେତେ ଦିନ ପାଳନ ହେବ ନବରାତ୍ରୀ? ବ୍ରତ ରଖିବା ପୂର୍ବରୁ ଜାଣି ନିଅନ୍ତୁ ପ୍ରକୃତ ତିଥି

ହିନ୍ଦୁ ଧର୍ମରେ ନବରାତ୍ରୀର ମହତ୍ତ୍ୱ ଖୁବ ଅଧିକ ରହିଥାଏ । ଏହା ଭିତରେ ଶାରଦୀୟ ନବରାତ୍ରୀ ହନ୍ଦୁ ଧର୍ମର ସବୁଠୁ ବଡ ପର୍ବ ଭାବରେ ପାଳନ କରାଯାଏ । ଭାରତୀୟ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ…

ଓଡିଶାରେ ମିଳିବ 5G ସେବା: ଭୁବନେଶ୍ୱର ସମେତ ଦେଶର ୧୩ ସହର ରହିଛି ଲିଷ୍ଟରେ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଉପଲବ୍ଧ ହେବ ୫ଜି ସେବା । ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଓଡିଶା ସମେତ ଦେଶର ମୋଟ ୧୩ଟି ସହରକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଉପଲବ୍ଧ ହେବ…

କରୋନା ପାଇଁ ଆବଶ୍ୟକ ହେବନି ଔଷଧ: ଏହି ମେଡିସିନକୁ ନେଇ ସୂଚନା ଦେଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଏଣ୍ଟ ଅସ୍ଥିର କରି ଦେଇଛି । ଏହି ମହାମାରୀ ଭିତରେ ଏକ ବଡ ସୂଚନା ଜାରୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଣ୍ଟିବଡି ଔଷଧକୁ ନେଇ ଏକ ନୂଆ ଅପଡେଟ ଦେଇଛି…

Bombay Stock Exchangeରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ: ମୁଖ୍ୟ ଅତିଥି ଭାବେ କାର୍ଯ୍ୟାଳୟ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ…