ହର୍ମୋନକୁ ନିୟନ୍ତ୍ରିତ କରେ ଏହି ମଞ୍ଜିର ସେବନ: ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ

ନୂଆଦିଲ୍ଳୀ: ନ୍ଦୈନନ୍ଦିନ ଜୀବନରେ ଆମେ ଯାହା କରିଥାନ୍ତି ସେଥିରେ ହର୍ମୋନ୍ ର ମୁଖ୍ୟ ଭୂମିକା ରହିଥାଏ । ଯେମିତି କେବେ ଶୋଇବାର ଅଛି, କ’ଣ ଖାଇବାର ଅଛି, କେବେ ଫିଲ୍ମ ଦେଖିବାର ଅଛି, ଅର୍ଥାତ୍ ଦିନରେ ଆପଣଙ୍କୁ ଯାହା…

ବୀମା ନିୟମ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି ସରକାର: କମ୍ ହେବ ସର୍ବନିମ୍ନ ପୁଞ୍ଜିର ଆବଶ୍ୟକତା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଦେଶରେ ବୀମାର ପହଞ୍ଚ ବଢ଼ାଇବା ପାଇଁ ବୀମା ନିୟମରେ ପରିବର୍ତ୍ତନ ଉପରେ ବିଚାର କରୁଛି । ଏଥିରେ ସର୍ବନିମ୍ନ ପୁଞ୍ଜି ନିବେଶର ଆବଶ୍ୟକତାକୁ କମ୍ କରିବା ପାଇଁ ପ୍ରସ୍ତାବ ମଧ୍ୟ ସାମିଲ ଅଛି ।…

ସୋମବାରଠାରୁ OJEE ୱେବ୍ କାଉନସେଲିଂ: ଜାଣନ୍ତୁ କେଉଁ ଦିନ କେଉଁ ପାଠ୍ୟକ୍ରମ ପାଇଁ ହେବ କାଉନସେଲିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ…

UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ 

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍…

ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ…

ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍

ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର…

ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍ କଲେକ୍ସନକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା: କହିଲେ ୭୦ ପ୍ରତିଶତ କଲେକ୍ସନ ମିଛ…

ମୁମ୍ବାଇ: ନିଜର କଡ଼ା ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗାନା ରଣାୱତ ପୁଣି ଥିରେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପୁଣି ଥରେ ବ୍ରହ୍ମାସ୍ତ୍ରକୁ ନେଇ କଡ଼ା ମନ୍ତବ୍ୟ…

ରାଜ୍ୟସଭା ଉପ-ନିର୍ବାଚନ: ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବ ବିଜେପି

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚେଷ୍ଟା ଚାଲିଛି। ତାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ବିଜେପି ବର୍ତ୍ତମାନ ତାଙ୍କୁ ରାଜ୍ୟସଭା…

‘ଘର କାମ କରିବା ସହ ଚାକିରି କରିବାକୁ ଯିବା କ୍ରୁରତା ନୁହେଁ’: ମହିଳାଙ୍କ ମୃତ୍ୟୁ ମାମଲାର ଶୁଣାଣି କରି କହିଲେ ଏହି କୋର୍ଟ

ନୂଆଦିଲ୍ଳୀ: ଘର କାମ ପାଇଁ ସକାଳ ୪ ଟାରେ ଉଠିବା, ପୁଣି ଚାକିରିରେ ଯିବା ଏବଂ ସନ୍ଧ୍ୟାରେ ଫେରି ପୁଣି ଘର କାମ କରିବା କ୍ରୁରତା ନୁହେଁ ବରଂ ଦାୟିତ୍ୱ । ଏହି ଟିପ୍ପଣୀ, ମୁମ୍ବାଇର ଏକ ସେସନ କୋର୍ଟ ଜଣେ ୩୦ ବର୍ଷୀୟ…

ପ୍ରେମିକ ସହ ମିଶି ସାନ ଭାଇକୁ ମାରି ଅଗଣାରେ ପୋତିଥିଲା ଭଉଣୀ, ଦେଢ଼ମାସ ପରେ ମିଳିଲା ଶବ

ରାଞ୍ଚି: ରାମଗଡ ଜିଲ୍ଲାର ପତରାତୁରେ ଦେଢ଼ ମାସ ତଳର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମରେ ରହୁଥିବା ଜଣେ ଯୁବତୀ ତାଙ୍କ ୨୧ ବର୍ଷର ସାନ ଭାଇକୁ ହତ୍ୟା କରି ମୃତଦେହକୁ ସେ ରହୁଥିବା ଘର ଅଗଣାରେ ପୋତି…