ଅଗଷ୍ଟ ୧୫ ନୁହେଁ, ଏହି ଦିନ ଆରମ୍ଭ ହେବ 5G ସେବା: ଜାଣନ୍ତୁ କ’ଣ ରହିବ ରେଟ୍

ନୂଆଦିଲ୍ଲୀ: ଭାରତରେ 5G ସ୍ପେକ୍ଟ୍ରମ ବିକ୍ରି ହେବା ପରଠୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ମିଳିବ 5G ସେବା? ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶରେ ଏହି ସେବା ଉପଲବ୍ଧ ହେବ ବୋଲି ଖବର ସାମନାକୁ ଆସିଥିଲା ।…

ମହିଳାଙ୍କୁ ମାଗଣାରେ ମିଳିବ ଦୁଇ ଦିନ ବସ୍ ଯାତ୍ରା, ରକ୍ଷା ବନ୍ଧନ ପାଇଁ ସରକାର କଲେ ଘୋଷଣା

ଲକ୍ଷେ୍ନø: ଏଥର ରକ୍ଷା ବନ୍ଧନ ଅବସରରେ ଦୁଇ ଦିନ ପାଇଁ ମହିଳାଙ୍କୁ ମାଗଣାରେ ବସ୍ ସେବା । ଅର୍ଥାତ୍ ଦୁଇ ଦିନ ପାଇଁ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏଭଳି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ…

ଇଂଲଣ୍ଡକୁ ହରାଇ ଫାଇନାଲରେ ଟିମ ଇଣ୍ଡିଆ: CWG ଟୁର୍ଣ୍ଣାମେଣ୍ଟରୁ ମେଡାଲ ଆଣିବା ହେଲା ସୁନିଶ୍ଚିତ

ବର୍ମିଂହାମ: କମନୱେଲଥ ଗେମ୍ସରେ ଫାଇନାଲରେ ନିଜ ଜାଗା ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ସେମିଫାଇନାଲରେ ଇଂଲଣ୍ଡ ଉପରେ ରୋମାଞ୍ଚକର ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମେଡାଲ ଆଶାକୁ ଆହୁରି ଦୃଢୀଭୂତ କରିଛି…

AC ବ୍ୟବହାରକାରୀଙ୍କ ପାଇଁ ସରକାରୀ ନିୟମ, ୨୭ ଡିଗ୍ରୀରୁ କମ୍ କରିପାରିବେ ନାହିଁ

ଖରା ଗରମରେ ଏସି ଥଣ୍ଡାରେ ବସିବାକୁ କାହାକୁ ବା' ପସନ୍ଦ ନୁହେଁ । ଏସିରେ ତାପମାତ୍ରାକୁ କମ୍ କରନ୍ତୁ ଆଉ ଥଣ୍ଡା ଥଣ୍ଡା ପବନର ମଜା ନିଅନ୍ତୁ । କିନ୍ତୁ ଯଦି ସରକାରହିଁ ଏସିରେ ତାପମାତ୍ରା କମାଇବାକୁ ମନା କରନ୍ତି । ତେବେ…

ତୁଚ୍ଛ ହେଲା ସଂପର୍କ: ଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । କେତେବେଳେ ପରିବାର ଲୋକଙ୍କୁ ପର କରୁଛନ୍ତି ନିଜ ପିଲାମାନେ, ତ' ପୁଣି…

ରୋହିତ ଖେଳିବେ ତ ଚତୁର୍ଥ ମ୍ୟାଚ? 4th ଟି-୨୦ ପାଇଁ ଏମିତି ରହିପାରେ ଭାରତର Playing 11…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଆଜି ଆମେରିକାର ଫ୍ଲୋରିଡାରେ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଏବଂ ତାଙ୍କ ଫିଟନେସକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଏହି…

ଇତିହାସ ରଚିଲେ ଅବିନାଶ: ନେସନାଲ ରେକର୍ଡ ସହ ସିଲଭର ମେଡାଲ ହାତେଇଲେ ‘ଆର୍ମି ମ୍ୟାନ’

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ-୨୦୨୨ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ଉପହାର ଦେଇଛନ୍ତି ଭାରତର ଷ୍ଟାର ଆଥଲେଟ ଅବିନାଶ ସାବଲେ । ୩୦୦୦ ମିଟର ଷ୍ଟିପଲ ରନିଙ୍ଗ ଇଭେଣ୍ଟରେ ଭାରତକୁ ଏହି ପଦକ ଜିତାଇଛନ୍ତି ‘ଆର୍ମି ମ୍ୟାନ୍’…

BSNL କର୍ମଚାରୀଙ୍କୁ କଡା ଚେତାବନୀ: ହଠାତ୍ ଘରକୁ ଯିବାକୁ କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ?

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ‘BSNL’ର ସମସ୍ତ କର୍ମଚାରୀଙ୍କୁ କଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ହଠାତ୍ ସେମାନଙ୍କୁ ଘରକୁ ଯିବା ପାଇଁ କଡା ଆଭିମୁଖ୍ୟ ଶୁଣାଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ…

(Video) ସତର୍କ ରହୁନ୍ତୁ! ନହେଲେ ଏମିତି ଆପଣଙ୍କ ସହ ମଧ୍ୟ ଘଟିପାରେ…

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ ।  ଏହି ଭିଡିଓରେ ଅନେକ ସମୟରେ ବିଭିନ୍ନ ଆଶ୍ଚର୍ଯ୍ୟ ଲାଗିଥାଏ । କେତେବେଳେ ପଶୁପକ୍ଷୀଙ୍କର ତ' ପୁଣି କେତେବେଳେ ମଣିଷଙ୍କର ଭିଡିଓ ଭାଇରାଲ ହୋଇଥାଏ ।…

ରସଗୋଲା କାହାର? ଓଡିଶାର ନା ପଶ୍ଚିମବଙ୍ଗର? ବଡ ପ୍ରଶ୍ନର ଉତ୍ତର ରଖିଲେ କ୍ରିକେଟର ଦାଦା

କୋଲକାତା: କିଛି ଦିରୁ ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ପ୍ରତିଯୋଗିତା ଚାଲୁ ରହିଛି । ଉଭୟ ରାଜ୍ୟକୁ ନେଇ ଗୋଟିଏ ପ୍ରଶ୍ନ ରହିଛି ‘ରସଗୋଲା କାହାର’? ଓଡିଶାର ନା ପଶ୍ଚିମ ବଙ୍ଗର? ଦୁଇ ରାଜ୍ୟର ବାସିନ୍ଦା ରସଗୋଲାକୁ…