ପୁଣି ଘାରିଲା ସୌରଝଡ଼ ଭୟ, ପୃଥିବୀ ଆଡକୁ ମାଡ଼ି ଆସୁଛି: ବିଶ୍ୱରେ ରେଡିଓ ବ୍ଲାକଆଉଟ୍ ଭଳି ସ୍ଥିତି ଉପୁଜିପାରେ
ନୂଆଦିଲ୍ଲୀ: ଚଳିତବର୍ଷ ପ୍ରାରମ୍ଭରୁ ସୂର୍ଯ୍ୟରେ ବିସ୍ଫୋରଣ ଘଟଣା ବୃଦ୍ଧି ପାଇଚାଲିଛି । ସୂର୍ଯ୍ୟରେ ଏଭଳି ଏକ ବଡ଼ ବିସ୍ଫୋରଣ ହୋଇ ସୁନାମୀ ଆସିଛି ଯାହାର ପ୍ରଭାବ ଶନିବାର ପୃଥିବୀ ଉପରେ ପ୍ରଭାବ ପକାଇପାରେ । ସୂର୍ଯରୁ…