ଏବେ ଟେଲିକମ ସେକ୍ଟରରେ ପାଦ ଦେବ ଅଦାନୀ ଗ୍ରୁପ ! ଜିଓ ଏବଂ ଏୟାରଟେଲ୍ ସହ ହେବ ସିଧା ମୁକାବିଲା
ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ ଧନୀ ଗୌତମ ଅଦାନୀ ଏବେ ଟେଲିକମ ସେକ୍ଟରରେ ପାଦ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଟେଲିକମ ସେକ୍ଟରରେ ପ୍ରାଧ୍ୟାନ୍ୟ ବିସ୍ତାର ପାଇଁ ଅଦାନୀଙ୍କ କମ୍ପାନୀ ନୂତନ ଯୋଜନା ଉପରେ କାମ କରୁଛନ୍ତି।…