ପିଏନବି ଗ୍ରାହକଙ୍କୁ ଝଟକା ! ଆଜିଠୁ ଲୋନ ନେବା ପଡିବ ମହଙ୍ଗା, ବଢିଯିବ EMI
ନୂଆଦିଲ୍ଲୀ: ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଗ୍ରାହକ ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର। ପଞ୍ଜାବ ନ୍ୟାସନାଲ ୨୦୨୨ ଜୁଲାଇ ୧ରୁ ନିଜର ଫଣ୍ଡ ଆଧାରିତ ଲେଣ୍ଡିଂ ରେଟ୍(ଏମସିଏଲଆର)ରେ ୧୫ ବେସିସ ପଏଣ୍ଟ…