ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର…

ସସପେଣ୍ଡ ହେଲେ କିଶନନଗର IIC: ଜାଣନ୍ତୁ କାହିଁକି

କଟକ: କଟକ କିଶନନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଏକ ମାମଲାର ତଦନ୍ତରେ ଅବହେଳା ଯୋଗୁଁ ପଦରୁ ନିଲମ୍ବିତ ହୋଇଛନ୍ତି ଆଇଆଇସି ସସ୍ମିତ ରଣା । ପୋଲିସ ଡିଜିଙ୍କ…

ଇଂଲଣ୍ଡ-ଭାରତ ମଧ୍ୟରୁ କିଏ ରହିଛି ଶକ୍ତିଶାଳୀ? ଏମିତି କହିଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସେପଟେ ଖେଳାଳି ଏବଂ ସେମାନଙ୍କ ଫର୍ମକୁ ନେଇ ମଧ୍ୟ…

କରୋନା ସଂକ୍ରମଣକୁ ନେଇ ନୂଆ ପଦକ୍ଷେପ: ଆଣ୍ଟିଜେନ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ରାଜ୍ୟରେ ୧୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତାରେ ପଡିଛି ।…

ପାକିସ୍ତାନର ଯୋଜନା ପଣ୍ଡ: ଏହି ଅଞ୍ଚଳର ଦୂତାବାସଙ୍କ ଉପରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ଦୂତାବାସଙ୍କ ଉପରେ କରିଛି ଡିଜିଟାଲ ଆଟାକ । ପାକିସ୍ତାନର ୪ ଜଣ ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଛି ଭାରତ । ମିଛ ଖବର ଏବଂ ଗୁଜବ ପ୍ରସାରଣ କରୁଥିବା କିଛି ଟ୍ୱିଟର ଆକାଉଣ୍ଟ…

ପୁଣି ଏକ ହାତୀର ମୃତ୍ୟୁ: ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲା ଗଜରାଜ

ଅନୁଗୁଳ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ଘଟଣା । ବିଭିନ୍ନ ଜଙ୍ଗଲରେ ଏବଂ ଅଭୟାରଣ୍ୟରେ ହାତୀଙ୍କ ମୃତ୍ୟୁ ଏବେ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଜି ପୁଣି ଏକ ହାତୀର ମୃତ୍ୟୁ ଘଟିଥିବା ଘଟଣା ସାମନାକୁ ଆସିଛି । କାଲିଠୁ…

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଖୋଲିଲା ମୃତ୍ୟୁର ରହସ୍ୟ

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଏବେ ଖୋଲିବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲ ତରଫରୁ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି ।…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଇଓନ ମୋର୍ଗାନ, ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବେ

ଲଣ୍ଡନ: ଇଂଲଣ୍ଡର ଦିନିକିଆ କ୍ରିକେଟ ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ସୂଚନା ମିଳିଛି । ସେ ଏହି ନିଷ୍ପତ୍ତି ନେଇଥିବା ବେଳେ ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା…

କଠିନ ପରିଶ୍ରମ ପରେ ବି ସଞ୍ଚୟ କରି ପାରୁନାହାନ୍ତି ଟଙ୍କା? ଆପଣାନ୍ତୁ ଏହି ୪ ଉପାୟ

ଓଡିଶା ଭାସ୍କର: ଜୀବନରେ ସମସ୍ତ ଲୋକ ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି ଏବଂ ଜୀବନର ସମସ୍ତ ସୁଖ ପାଇବା ପାଇଁ ଚାହିଁଥାନ୍ତି । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ । ଅନେକ ସମୟରେ ଆମ ଜାଣତରେ ହେଉ…

ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ: ମେଣ୍ଟାଲ ଡିପ୍ରେସନରେ ଥିଲେ ରାଇମୋହନ, ସୂଚନା ଦେଲେ ଡିସିପି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କମିଶନରେଟ୍‌ ପୋଲିସ୍‌ । ଏହା ମଧ୍ୟରେ ମୃତ୍ୟୁ ପୂର୍ବରୁ ରାଇମୋହନ ମେଣ୍ଟାଲ ଡିପ୍ରେସନରେ ଥିବା…