ଭାରତ ପ୍ରସ୍ତୁତ କରିବ ୧୦୦ ଫାଇଟର ଜେଟ୍: ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କଲା ଏୟାରଫୋର୍ସ

ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆକୁ ଆଗକୁ ନେବା ପାଇଁ ଏୟାରଫୋର୍ସ ନେଇଛଇ ଏକ ବଡ ନିଷ୍ପତ୍ତି । ଭାରତରେ ମୋଟ ୧୦୦ ଆଡଭାନ୍ସଡ ଫାଇଟର ଜେଟ ପ୍ରସ୍ତୁତ କରିବାକୁ ଯାଉଛି ଭାରତୀୟ ବାୟୁ ସେନା । ଏଥିପାଇଁ ଗ୍ଲୋବାଲ ବିମାନ…

ଏହି ତାରିଖରୁ ଭିଜିବ ରାଜଧାନୀ: ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି

ନୂଆଦିଲ୍ଲୀ: ଭୀଷଣ ଗରମ ଏବଂ ତାତିରୁ କୁବ ଶୀଘ୍ର ମୁକ୍ତି ପାଇବେ ରାଜଧାନୀବାସୀ । ଦିଲ୍ଲୀରେ ଗତ କିଛି ଦିନରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିନ୍ତୁ ଏହି ସମୟରେ ମୌସୁମୀକୁ ନେଇ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି…

କଟକରେ ଟି-୨୦ରେ ଭାରତର ପ୍ରଦର୍ଶନ ୫୦-୫୦: କ’ଣ ହେବ ଆଜିର ରେଜଲ୍ଟ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା…

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି: ବାରମାଟୀ ମ୍ୟାଚରେ ରହିବେ ଉପସ୍ଥିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରାବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି ମ୍ୟାଚରେ ଆଜିର ମ୍ୟାଚରେ ଉପସ୍ଥିତ ରହିବେ…

ଫଟୋରେ ଦେଖାଯାଉଛି କ’ଣ? ଉତ୍ତରରୁ ଜଣାପଡ଼ିବ ଆପଣଙ୍କ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଫଟୋ ସାମ୍ନାକୁ ଆସିଥାଏ । ଯାହା ସହଜରେ ନ୍ଦ୍ୱନ୍ଦରେ ପକାଇଥାଏ । ସାଧାରଣ ଦେଖାଯାଉଥିଲେ ଏହି ଫଟୋ ଅନେକ କଥା କହିଥାଏ । କାରଣ ଗୋଟିଏ ଫଟୋରେ ଅନେକ ଚେହେରା ଦେଖିବାକୁ…

ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ୫ ବର୍ଷର ଶିଶୁ ଜୀବନ: ଭଉଣୀର ସାମ୍ନାରେ ଘଟିଗଲା ଅଘଟଣ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । କାରଣ ଅନେକ ସମୟରେ ଏହି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ମଣିଷକୁ ଅଡ଼ୁଆରେ ପକାଇଥାଏ ।…

ପ୍ରୟାଗରାଜ ହିଂସା: ମୁଖ୍ୟ ଅଭିଯୁକ୍ତ ଘରେ ଚଢ଼ିଲା ବୁଲଡୋଜର

ଲକ୍ଷ୍ନୌ: ପ୍ରୟାଗରାଜରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲାରେ ପୋଲିସର ଆକ୍ସନ ଜାରି ରହିଛି । ଏହିକ୍ରମରେ ପ୍ରୟାଗରାଜ ଅଟାଲାରେ ହୋଇଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ଜାବେନ୍ଦ ପମ୍ପ ଘରେ…

ଚାଷ ପାଇଁ ଦରକାର ଶସ୍ତା ଲୋନ୍, ଫଟାଫଟ୍ କରନ୍ତୁ କିସାନ କ୍ରେଡିଟ୍ କାର୍ଡ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପ୍ରତି କୃଷକଙ୍କ ପାଖରେ କିସାନ କ୍ରେଡିଟ୍ କାର୍ଡ ପାଇଁ ଉଦ୍ୟମ କରୁନ୍ତି । କିସାନ କ୍ରେଡିଟ୍ କାର୍ଡ ଦ୍ୱାରା କୃଷକଙ୍କୁ ଚାଷ କାର୍ଯ୍ୟ ପାଇଁ ଟଙ୍କାର ଅସୁବିଧା ହେବନାହିଁ । ଦେଶରେ…

ଡିଜିଟାଲ ରେପ୍ ର ଶିକାର ହେଲା ୩ ବର୍ଷର ଶିଶୁ, ପ୍ଲେ ସ୍କୁଲରେ ଘଟିଛି ଘଟଣା

ନୂଆଦିଲ୍ଲୀ: ଗୌତମବୁଦ୍ଧ ନଗରରେ ପୁଣି ଥରେ ଡିଜିଟାଲ ରେପ୍ ମାମଲା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡା ୱେଷ୍ଟରେ ଜଣେ ୩ ବର୍ଷର ଝିଅ ସହ ସ୍କୁଲରେ ଏହି ଘଟଣା ଘଟିଛି । ପୀଡ଼ିତ ଶିଶୁର ବାପା ଆୟକର ବିଭାଗରେ ଅଧିକାରୀ…

କେଶରୀ ମଲ୍ ରେ ପୁଣି ଅଗ୍ନିକାଣ୍ଡ, ପ୍ରଥମ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିଟ-୨ ମାର୍କେଟ ବିଲ୍ଲିଂ ସ୍ଥିତ କେଶରୀ ମଲ୍ ରେ ପୁଣି ଅଗ୍ନିକାଣ୍ଡ । ମଲ୍ ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି ନିଆଁ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ,…