କାହିଁକି ଏମିତି କହିଲେ ସୁରେଶ ରାଇନା?: ଚେନ୍ନାଇ ବଦଳରେ ଫାଇନାଲରେ ଏହି ଟିମ ପାଇଁ କଲେ ପ୍ରାର୍ଥନା

ମୁମ୍ବାଇ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ । ଏବେ ଫାଇନାଲକୁ ନେଇ ଖେଳାଳି ଏବଂ କ୍ରିକେଟପ୍ରେମୀମାନଙ୍କ ମନରେ ଉତ୍ସାହ । ତେବେ କିଏ ପିନ୍ଧିବ ଚଳିତ ସିଜନର ବିଜୟ ମୁକୁଟ, ତାକୁ ନେଇ…

ମଥୁରାରେ ଆସିଲା ଭୟଙ୍କର ତୋଫାନ ଉଡାଇନେଲା ବସ ଛାତ: ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମଥୁରା ସହରର ବସଷ୍ଟାଣ୍ଡରେ ଏକ ବଢ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ । ହଠାତ ଆସିଥିବା ଭୟଙ୍କର ତୋଫାନରେ ରୋଡୱେଜ ବସର ଛାତ ଉଡାଇନେଇଛି । ତେବେ ଏହି ସମୟରେୀ ନିକଟରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କଲେ ସେବାୟତ

ଭୁବନେଶ୍ୱ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ଦିନକୁ ଦିନ ରାଜନୀତି ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ରିଟ୍ ପିଟିସନ ଆବେଦନ…

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା; ଦୁର୍ଘଟଣା ନୁହେଁ ଥିଲା ହତ୍ୟା ଷଡ଼ଯନ୍ତ୍ର: ବଲାଙ୍ଗିର ଏସପି

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୋଲିସ । ଆର.ଟି.ଓ ଅଫିସ ଛକରେ ହୋଇଥିବା ସିରିଜ୍ ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା । ଘଟଣାର ମାଷ୍ଟର ମାଇଣ୍ଡ ଚିତ୍ତ ମହାନ୍ତିକୁ ଗିରଫ…

ଧାର୍ମିକ ସ୍କୁଲରେ ପ୍ରବେଶ ଦେବା ମାନବାଧିକାରର ଉଲ୍ଲଂଘନ: ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ମଦ୍ରାସା ଶିକ୍ଷାର ବିରୋଧ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର କହିଛନ୍ତି ଯେ କୌଣସି ଧାର୍ମିକ ସଂସ୍ଥାନରେ ପ୍ରବେଶ ସେହି ବୟସରେ ହେବା ଦରକାର ଯେଉଁ ବୟସରେ ବ୍ୟକ୍ତି ନିଜ…

IPL 2022ର ପ୍ଲେ ଅଫର ମ୍ୟାଚରେ ଯଦି ବାଧା ଉପୁଜେ ତେବେ ଏମିତି ବାହାରିବ ରେଜଲ୍ଟ

ନୂଆଦିଲ୍ଲୀ: ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ଆଇପିଏଲ ୨୦୨୨। ଲିଗ୍ ରାଉଣ୍ଡ ସରିବା ପରେ ଏବେ ଆରମ୍ଭ ହେବ ପ୍ଲେ ଅଫ ମୁକାବିଲା। ଯଦି ପ୍ଲେ ଅଫ ମ୍ୟାଚରେ ପାଣିପାଗ ବାଧା ଦିଏ ତେବେ କେଉଁ ଦଳ ଆଗକୁ ବଢିବ। ଏମିତି ସ୍ଥିତିରେ…

ପଞ୍ଜାବରେ ରେଲଓ୍ଵେ ଟ୍ରାକ ଉଡାଇବାକୁ ପାକିସ୍ତାନ ରଚୁଛି ଷଡଯନ୍ତ୍ର, ଆଲର୍ଟ ଜାରି

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସଆଇ) ଭାରତ ବିରୋଧରେ ରଚୁଛି ଷଡଯନ୍ତ୍ର। ଭାରତୀୟ ଗୁଇନ୍ଦା ସଂସ୍ଥାକୁ ଏହାର ସଙ୍କେତ ମିଳିଛି। ଆଇଏସଆଇ ପଞ୍ଜାବ ଏବଂ ଆଖପାଖର ରାଜ୍ୟରେ…

କେଜିଏଫ ପରେ ଏବେ ଇଣ୍ଡିଆନ ବାଇକକୁ ନେଇ ଚର୍ଚ୍ଚାରେ ଗଙ୍ଗାଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଗାଡ଼ି ପୁରୁଣା ହୋଇଗଲେ ଏହାକୁ ବଦଳାଇବାକୁ ପଡ଼େ କିମ୍ବା ନୂଆ ଗାଡ଼ି କିଣିବାକୁ ପଡ଼େ । ହେଲେ ସବୁବେଳେ ସମ୍ଭବ ହୋଇନଥାଏ, କାରଣ ହୁଏତ କେହି ନୂଆ ଗାଡ଼ି କିଣିବାକୁ ସକ୍ଷମ…

ଦୁଇ ହାଇବ୍ରିଡ ଆତଙ୍କବାଦୀଙ୍କୁ ଧରିଲା କାଶ୍ମୀର ପୋଲିସ, ଜବତ ହେଲା ହତିଆର

ଜମ୍ମୁ-କାଶ୍ମୀର ପୋଲିସ ଦୁଇ ହାଇବ୍ରିଡ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି । ସୋମନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର ଜବତ ମଧ୍ୟ ହୋଇଛି । ପୋଲିସର କହିବା ଅନୂଯାୟୀ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ଏମାନେ…

ଏହି ଡିଙ୍କ୍ସରେ କଣ୍ଟ୍ରୋଲ ହେବ କୋଲେଷ୍ଟ୍ରୋଲ, ଆଜିହିିଁ ଡାଏଟରେ କରନ୍ତୁ ସାମିଲ୍

କୋଲେଷ୍ଟ୍ରୋଲ ବଢ଼ିବା ଯୋଗୁଁ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ । ଏମିତିରେ ଶରୀରରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବା ପାଇଁ ଅନେକ ଉପାୟ ମଧ୍ୟ କରିଥାନ୍ତି, ଆଉ ଏମିତିରେ ଏହି ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଖାସ୍…