ସମ୍ବୁଲପୁର-ଟିଟିଲାଗଡ଼ ରୁଟ୍ରେ ଚାଲିଛି ଉପମାର୍ଗ ନିର୍ମାଣ କାର୍ଯ୍ୟ, ୨ ଟ୍ରେନ୍ ଆଂଶିକ ବାତିଲ୍
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସମ୍ବୁଲପୁର-ଟିଟିଲାଗଡ଼ ରେଲୱେ ସେକ୍ସନରେ ଡୁଙ୍ଗୁରିପାଲ୍ଲି ଏବଂ ଖଲିଆପାଲ୍ଲୀ ଷ୍ଟେସନ୍ ମଧ୍ୟରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଶୁକ୍ରବାର ୨ ଯୋଡା ଟ୍ରେନ୍ ଆଂଶିକ…