CHARIDHAM

ରଥ କାମ ବେଳେ ଆହତ ହେଲେ ୨ ସେବକ: ମେଡିକାଲରେ ଭର୍ତ୍ତି

ପୁରୀ: ରଥଖଳାରେ କାମ କରିବା ସମୟରେ ଘଟିଯାଇଛି ଅଘଟଣ । ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନନ୍ଦିଘୋଷ ରଥର ୨ ସେବକ । ରଥକାମ ସମୟରେ ଉଭୟଙ୍କ ଆଙ୍ଗୁଠିରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହେବାରୁ ମେଡିକାଲକୁ…

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ଵାର, ଏବେ ଗୋପାଳ କୃଷ୍ଣଙ୍କ ଭରସାରେ ବିରୋଧୀ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ଏହା ପରେ ବିରୋଧୀ ପ୍ରାର୍ଥୀ ସନ୍ଧାନରେ ନୂତନ ଦ୍ଵାର ଖୋଜିଛନ୍ତି। କୁହାଯାଉଛି ବିରୋଧୀ ଦଳର…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲଙ୍କ ଖେଳିବା ମୁସ୍କିଲ, ଦିନିକିଆ ଏବଂ ଟି-୨୦ରୁ ବି ବାଦ୍ ପଡି ପାରନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ମିଳିଥିଲା। ହେଲେ ଆହତ ହେବା କାରଣରୁ ସେ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳର ନେତୃତ୍ଵ…

5G ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତାବ ଉପରେ ମୋହର ମାରିଲେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ଟେଲିକମ କମ୍ପାନୀ ୫ଜି ସ୍ପେକ୍ଟ୍ରମର ନିଲାମକୁ ଅପେକ୍ଷା କରି ରହିଛନ୍ତି। ଏବେ କେନ୍ଦ୍ରର ମୋଦୀ ସରକାର ୫ଜି ସ୍ପେକ୍ଟ୍ରମର ନିଲାମ ଉପରେ ମୋହର ମାରିଛନ୍ତି। କ୍ୟାବିନେଟ୍ ବୈଠକରେ…

ଟିମ ଇଣ୍ଡିଆ ପାଇଁ ଖତରା ପାଲଟିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର: ଦଳରୁ ପଡିବେ ବାଦ!

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ତୃତୀୟ ମ୍ୟାଚରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ୪୮ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସିରିଜ ବିଜୟର ଆଶା…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଏକଜୁଟ୍ ହେବେ କଣ, ଧରିଲେ ନିଜ ନିଜ ରାସ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡିକୁ ନେଇ ଏକ ମୋର୍ଚ୍ଚା ଗଠନ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ବିରୋଧୀ ଏକଜୁଟ୍ ହେବେ କଣ ଅଲଗା ଅଲଗା…

ଓଡିଶା ପାଇଁ ବିପଦ ! ଏହି ରାଜ୍ୟମାନଙ୍କରେ ବଢୁଛି କରୋନାର କହର

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇବାକୁ ଲାଗିଲାଣି ମହାମାରୀ କରୋନା । କିଛି ଦିନର ବିରତୀ ପରେ ପୁଣି ଏବେ ଉପରମୁହାଁ ହୋଇଛି କୋଭିଡ ଗ୍ରାଫ । ପୁଣି ୧୦ ହଜାର ଆଡକୁ ମୁହାଁଉଛି ଦୈନିକ ସଂକ୍ରମଣ । ଯାହା ଦେଶବାସୀଙ୍କ ପାଇଁ…

ଡିଫେନ୍ସ ଏବଂ ରେଲଓ୍ଵେରେ ସବୁଠୁ ଅଧିକ ପଦ ଖାଲି, ଗ୍ରୁପ ସିରେ ୭ ଲକ୍ଷରୁ ଅଧିକ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ଥିବା ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଆଶ୍ଵସ୍ତିକର ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଗାମୀ ଦେଢ ବର୍ଷ ୧୦ ଲକ୍ଷ ପଦରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି।…

ବିହାରରେ ସେନାର ଅଗ୍ନିପଥ ଯୋଜନାର ବିରୋଧ, ଟ୍ରେନ ଉପରେ ପଥରମାଡ, ଜାତୀୟ ରାଜପଥ ଅବରୋଧ

ମୁଜଫରପୁର: ସେନାରେ ଚାରି ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାର ବିରୋଧ ଆରମ୍ଭ ହୋଇ ଯାଇଛି। ଏହି ବିରୋଧ ବିହାରରୁ  ଆରମ୍ଭ ହୋଇଛି। ରାଜ୍ୟର ବକ୍ସରରେ ଯୁବକମାନେ ଟ୍ରେନ…

ସ୍ନାନ ପୂର୍ଣ୍ଣିମାରେ ଅଘଟଣ: ନରେନ୍ଦ୍ର ପୋଖରୀରେ ବୁଡି ଜଣେ ଯୁବକ ମୃତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର…