CHARIDHAM

ଦ୍ବିତୀୟ କ୍ୱାଲିଫାୟାର ମ୍ୟାଚରେ ଫ୍ୟାନ୍ସକୁ ପୁଣି ନିରାଶ କଲେ କୋହଲି , ୭ ରନ୍‌ ଆଉଟ୍ ହୋଇ ପ୍ୟାଭିଲିଅନକୁ ଫେରିଲେ…

ଅହମଦାବାଦ(ଗୁଜରାଟ): ପୁଣି ବିଫଳ ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଚଳିତ ଆଇପିଏଲରେ ନିଜର ଦୂର୍ବଳ ବ୍ୟାଟିଂର ପରିଚୟ ଦେଇ ତିନି ଥର ୦’ରେ ଆଉଟ ହୋଇ ଥିବା ବେଳେ ଶୁକ୍ରବାର…

୩୬ ଇଞ୍ଚ୍‌ର ବର ଓ ୩୧ଇଞ୍ଚ୍‌ର କନ୍ୟାଙ୍କ ବିରଳ ବିବାହ, ଦମ୍ପତିଙ୍କୁ ଦେଖିବାକୁ ମଣ୍ଡପରେ ଲାଗିଲା ଭିଡ..

ମୁମ୍ବାଇ: ମହରାଷ୍ଟ୍ରର ଜଲଗାଓଁର ଏକ ବିବାହ ଏବେ ଖୁବ୍‌ ଜୋରସୋରରେ ଚର୍ଚ୍ଚା ପାଲଟିଛି । ଏହି ବିବାହରେ ବରର ଉଚ୍ଚତା ୩୫ ଇଞ୍ଚ୍‌ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୧ ଇଞ୍ଚ୍‌ । ଦୁଇ ଜଣଙ୍କୁ ମଣ୍ଡପରେ ଦେଖିବା ପରେ…

ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ…

କାଠ କାଟିବା ମେସିନ୍‌ରେ ବେକ କାଟି ଯବାନଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ବିଜାପୁରରେ ମୁତୟନ ଜଣେ ସିଆର୍‌ପିଏଫ୍‌ ଯବାନ କାଠ କାଟିବା ମେସିନ୍‌ରେ ବେକ କାଟି ଆତ୍ମହତ୍ୟା କରିଛନ୍ତି । ଜିଲ୍ଲାର ଜେତାଲୁର ମାର୍ଗ ଠାରେ…

ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍‌ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…

ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ…

ପୁଣି ଫେରିଲା ତାତି: ଆହୁରି ଦୁଇଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟକୁ ପୁଣି ଫେରିଛି ତାତି । କିଛି ଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…

ବ୍ୟାଙ୍କରେ ହେଉଥିବା ଠକେଇ ଉପରେ ଲାଗିଲା ବ୍ରେକ: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ଠକେଇ ପ୍ରାୟ ୫୬ ପ୍ରତିଶତ ହ୍ରାସ ପାଇଛି । ଚଳିତ ମାର୍ଚ୍ଚ ୨୦୨୨ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୨ ଟି ଯାକ ରାଷ୍ଟ୍ରାୟତ…

ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…

କାହିଁକି ନୋଟ କଡରେ ଥାଏ ଏହି ଛୋଟ ତେରଛା ଗାର? ଜାଣନ୍ତୁ କାରଣ

୧୦ ଟଙ୍କିଆରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ତ ସମସ୍ତେ ଦେଖିଥିବେ । କିନ୍ତୁ ଏହି ନୋଟରେ ଏମିତି କିଛି ଜିନିଷ ଲୁଚି ରହିଛି, ଯାହା ହୁଏତ ଆପଣମାନେ କେବେ ଧ୍ୟାନ ଦେଇ ନଥିବେ । ବ୍ୟହାର କରିବା ସମୟରେ ଏମିତି…

ଖୁବ ଶୀଘ୍ର ଗରମରୁ ମିଳିବ ମୁକ୍ତି: କେରଳ ମୁହାଁ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ମଧ୍ୟରେ କେରଳରେ ପାଦ ଥାପି ପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।…