ହାଇକୋର୍ଟ ପରିସରରେ ଘଟିଲା ଅଲୌକିକ ଘଟଣା, ଶିବଲିଙ୍ଗ ହଟାଇବାକୁ ନିର୍ଦ୍ଦେଶ ଦେଇ ମହାଦେବଙ୍କ କୋପର ଶିକାର ହେବା ପରେ ବଦଳିଲା ନିଷ୍ପତ୍ତି

କୋଲକାତା: କୋଲକାତାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠିକାର ହାଇକୋର୍ଟରେ ଜମି ବିବାଦକୁ ନେଇ ଏକ ମାମଲା ଚାଲୁଥିଲା । ଦୁଇ ପକ୍ଷର ଓକିଲ ବିଚାରପତିଙ୍କ ସାମ୍ନାରେ ନିଜ ନିଜର ମୋହକିଲ ପକ୍ଷରୁ ଯୁକ୍ତି ଉପସ୍ଥାପନ…

ଜିମେଲ୍ ୟୁଜର୍ସଙ୍କ ଲାଗି ଗୁଗଲ ଜାରି କଲା ଆଲର୍ଟ, ଡିଲିଟ୍ କରୁଛି ଏହି ଲୋକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:ଗୁଗଲ ଜିମେଲ୍ ୟୁଜର୍ସଙ୍କୁ ପୁଣି ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେଉଁ ବିଷୟରେ ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ଏପରି ଏକ ଜିମେଲ୍ ଆକାଉଣ୍ଟ ରହିଛି ଯାହାକୁ ଆପଣ କେବେ…

ଟମାଟୋ ପରେ ବଢିଲାଣି ପିଆଜର ମୂଲ୍ୟ, ଏବେ ୩୦ କିନ୍ତୁ ଆଉ କିଛି ଦିନରେ ୭୦ରେ ପହଞ୍ଚିବ

ନୂଆଦିଲ୍ଲୀ: ଟମାଟୋର ଆକାଶ ଛୁଆଁ ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟୀଙ୍କ ଲାଗି ଏବେ ଏକ ଖରାପ ଖବର । ଟମାଟୋ ପରେ ଏବେ ପିଆଜର ଦାମ୍ ବି ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ କିଲୋ ୧୫ ଟଙ୍କା ଥିବା ବେଳେ ଏବେ…

୧.୩୫ କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ସେବା, ସରକାରଙ୍କର ଏହି ଯୋଜନାରେ କେଉଁମାନେ ହେବେ ଉପକୃତ ଆସନ୍ତୁ ଜାଣିବା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଇନ୍ଦିରା ଗାନ୍ଧୀ ସ୍ମାର୍ଟଫୋନ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ରାଜ୍ୟରେ ୪୦୦ରୁ ଅଧିକ ମୋବାଇଲ ବିତରଣ କ୍ୟାମ୍ଫର ଉଦଘାଟନ କରିବେ । ଜନ ଆଧାର…

ଶସ୍ତା ହେଲା ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ମେଡିସିନ, ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ହ୍ରାସ କଲା ଏନପିପିଏ

ନୂଆଦିଲ୍ଲୀ: ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ ଏବେ ହ୍ରାସ ପାଇଛି । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନକୁ ନିଜର ମୂଲ୍ୟ ନିୟନ୍ତ୍ରଣ ଅଧୀନକୁ…

ନୁହଁ ହିଂସାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଗୋଡରେ ବାଜିଛି ଗୁଳି

ନୁହଁ:ନୁହଁ ହିଂସା ପରେ ହରିୟାଣା ପୋଲିସ ଲଗାତର ଆକ୍ସନ ମୁଡ୍ରେ ରହିଛି । ପୋଲିସ ଏବେ ନୁହଁ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଛି । ଅଭିଯୁକ୍ତକୁ ଆହତ…

କାଖରେ ଛୋଟ ଛୁଆ ଧରି ନେପାଳରେ ଭିକ ମାଗୁଛନ୍ତି ଭାରତର କିଛି ଲୋକ, ପଚାରିଲେ କହୁଛନ୍ତି ଭାରତରେ ପଡିଛି ବିପର୍ଯ୍ୟୟ

କାଠମାଣ୍ଡୁ: ନେପାଳ ପୋଲିସ ଏବେ ଏକ ଡର୍ଜନରୁ ଅଧିକ ଭାରତୀୟଙ୍କୁ ଗିରଫ କରିଛି । ପୋଲିସର ଅଭିଯୋଗ ଏମାନେ ନିଜକୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି ବୋଲି କହି ନେପାଳରେ ଲୋକଙ୍କ ଠାରୁ ଭିକ ମାଗୁଥିିଲେ । ଏହି…

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କ’ଣ? ଦେଇଥାଏ ଏଭଳି ସଂକେତ

ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ୍ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ ଆଖପାଖରେ ଘୂରିବୁଲୁଥିବା…

ବିନା Internetରେ ଚାଲିବ Live TV: ମାଗଣାରେ ମୋବାଇଲରେ ଦେଖିହେବ ବିଶ୍ୱକପ

ବର୍ତ୍ତମାନ ସମୟରେ ପ୍ରତ୍ୟେକ କାମ ପାଇଁ ଇଣ୍ଟରନେଟର ଖୁବ ଆବଶ୍ୟକ ରହିଛି । ଇଣ୍ଟରନେଟ ବିନା ସ୍ମାର୍ଟପୋନ ଅଦରକାରୀ ବା ମୂଲ୍ୟହୀନ ପରି ମନେ ହେଉଛି । ଇଣ୍ଟରନେଟରେ ଲାଇଭ ଟିଭି ସହ ଅନେକ ଅନଲାଇନ ଗେମ୍ ଯୋଗୁଁ ଯୁବପିଢୀ…

(Video) ପରମାଣୁ ମାଡ଼ରେ ଚାଲିଗଲା ୮୦ ହଜାରରୁ ଅଧିକ ଜୀବନ: ଆଜି ବି ମନେ ପଡ଼େ ଇତିହାସର କଳା ଅଧ୍ୟାୟ

୧୯୪୫ ମସିହା ଅଗଷ୍ଟ -୯ ତାରିଖ ଆଜିର ଦିନରେ ଫ୍ୟାଟ୍ ମ୍ୟାନ୍ ନାମକ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ । ଇତିହାସ ପୃଷ୍ଠାରେ ମଧ୍ୟ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ଭାବେ…