ଗୋଟିଏ ଦିନରେ ଦେଶରେ ଗଡିବ ୫ଟି ବନ୍ଦେ ଭାରତ ଟ୍ରେନ୍ , କେଉଁ କେଉଁ ରୁଟ୍ ରେ ଚାଲିବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ମଙ୍ଗଳବାର ଅର୍ଥାତ୍ ୨୭ ଜୁନ୍ ରେ ଦେଶରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନ୍ ଗଡିବ । ଦେଶର ଅଲଗା ଅଲଗା ସ୍ଥାନରେ ଗଡିବାକୁ ଥିବା ଏହି ୫ ଗୋଟି ଟ୍ରେନକୁ ୧୫ ମିନିଟ୍ରେ ପତାକା ଦେଖାଇ…

ହିନ୍ଦୁ ମହିଳା ଓ ମୁସଲିମ୍ ଯୁବକ ଲିଭ ଇନ୍ ରିଲେସନରେ ରହିବାକୁ ନେଇ ଦାୟର କରିଥିଲେ ଯାଚିକା: କୋର୍ଟ କହିଲେ ଏହା ଅନୁଚିତ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜଣେ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ କରି କହିଛନ୍ତି ଇସଲାମରେ ଲିଭ୍ ଇନ୍ ରିଲେସନ୍ କୁ ସ୍ୱୀକୃତି ମିଳିବ ନାହିଁ । ଏହି ମହିଳା ଜଣକ ମୁସଲିମ୍ ଯୁବକଙ୍କ ସହ…

ବନ୍ୟା ବିତ୍ପାତରେ ୬ ମୃତ, ବୁଡିଗଲା ୧୨ ଗାଡି: ୭୨ ଘଣ୍ଟାରେ ସବୁକିଛି ଛାରଖାର

ଶିମଲା: ପ୍ରବଳ ବର୍ଷା ବର୍ତ୍ତମାନ ହିମାଚଳ ପ୍ରଦେଶରେ ନେଇଛି ଏକ ଭୟଙ୍କର ରୂପ । ବାଦଲ ଫଟା ବର୍ଷା ପରେ ଏଠାରେ ଭୀଷଣ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଜନହାନୀ ଘଟୁଥିବା ବେଳେ ୧୨ଟି ଗାଡିକୁ ଧୋଇ ନେଇଛି…

ଡେଙ୍ଗୁ,ମ୍ୟାଲେରିଆ ପରି ଭୟଙ୍କର ରୋଗକୁ ସାଥିରେ ଧରି ଆସିଥାଏ ବର୍ଷା, କିପରି ନିଜକୁ ସୁରକ୍ଷିତ ରଖିିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଏବେ ଦେଶର ବହୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏହି ବର୍ଷା ଗୋଟିଏ ପଟେ ଗରମରୁ ମୁକ୍ତି ଦେଇଥିବା ବେଳେ ଅନ୍ୟପଟେ ଏହା ବିଭିନ୍ନ ରୋଗ (ଯେପରିକି ଡେଙ୍ଗୁ, ମ୍ୟାଲେରିଆ)ର ଆଶଙ୍କାକୁ ବି ନିଜ…

ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…

ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର

ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍…

RBI କୁ ଫେରିଛି ଏତିକି ୨୦୦୦ ଟଙ୍କିଆ ନୋଟ: ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେ' ୧୯ ତାରିଖରୁ ଭାରତରେ ଅଚଳ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ । ଏହି ନିଷ୍ପତ୍ତିକୁ ୟା ଭିତରେ ଏକ ମାସରୁ ଉଦ୍ଧାର ବିତି ସାରିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ…

ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି…

(Video) ପୁଣି ବଡ଼ ଧରଣର ରେଳ ଦୁର୍ଘଟଣା, ଭରା ନଦୀରେ ଭାଙ୍ଗିଲା ବ୍ରିଜ… ପାଣିରେ ବୁଡିଗଲା ଟ୍ରେନ

ନୂଆଦିଲ୍ଲୀ: ପୁଣି ଘଟିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟି ଚାଲିଛି । ଯାହାକି ରେଳଯାତ୍ରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । କେତେବଳେ ଟ୍ରେନ…

ନୂଆ ପରିଚୟ ପାଇବ ରାଜଧାନୀ ମହାବିଦ୍ୟାଳୟ: ସରକାର କରୁଛନ୍ତି ନୂଆ ଯୋଜନା

ଖଣ୍ଡଗିରି: ଭୁବନେଶ୍ୱରର ରାଜଧାନୀ ଡିଗ୍ରୀ କଲେଜ ପାଇଁ ପ୍ରସ୍ତୁତ ହେଉଛି ନୂଆ ପ୍ରୋଜେକ୍ଟ । କଲେଜର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଅନୁସାରେ, କଲେଜର ନୂତନ ନାମଫଳକ ସମେତ…