ବାହାନଗା ଦୁର୍ଘଟଣା: ଅଚିହ୍ନା ମୃତଦେହକୁ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯିବ, ଚୂଡାନ୍ତ ନିଷ୍ପତ୍ତି ଆଜି
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୭ ଜଣଙ୍କର ଶବ ଚିହ୍ନଟ ହୋଇଥିବା ବେଳେ ଏବେ ବି ୮୧ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ତେଣୁ ଏବେ ଏହି…