ଆଜିଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା
ରାଜନଗର: ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟକୁ ବନ୍ଦ କରାଯାଇଛି । କୁମ୍ଭୀର ପ୍ରଜନନକୁ ଆଖି ଆଗରେ ରଖି ଏହି ଜାତୀୟ ଉଦ୍ୟାନକୁ ୩ ମାସ ପାଇଁ ବନ୍ଦ ହୋଇଛି । ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ…