ଖୁସି ଖବର! ମଧ୍ୟବିତ୍ତ ପରିବାର ପାଇଁ ବଡ ଉପହାର: ମୋଦି ସରକାର କରୁଛନ୍ତି ବଡ ପ୍ଲାନିଙ୍ଗ
ନୂଆଦିଲ୍ଲୀ: ଗରିବ ଏବଂ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ରାଶନ କାର୍ଡ, ପିଏମ କିସାନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଇତ୍ୟାଦି ଯୋଜନା ଅଧୀନରେ…