ସହିଦ ଭଗତ ସିଂହଙ୍କୁ ଫାଶୀ ମିଳିଥିବା ସ୍ଥାନରେ ଏବେ କ’ଣ ଅଛି? ପାକିସ୍ତାନ ତିଆରି କରିଛି…
ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ । ଭାରତର ସ୍ୱାଧୀନତା ପାଇଁ ଲଢେଇ କରି ପ୍ରାଣ ବଳି ଦେଇଥିବା ବୀର ପୁରୁଷମାନଙ୍କୁ ସମ୍ମାନ କରିବାର ଏକ ଗୌରବ ମୁହୂର୍ତ୍ତ । ୧୯୩୧ ମସିହା ଆଜିର ଦିନରେ ୨୩ ବର୍ଷୀୟ ଜଣେ ବୀର…