ପୃଥ୍ୱୀ ଶ’ଙ୍କ ସହ ଝଗଡା ମାମଲାରେ ସପନା ଗିଲଙ୍କୁ ମିଳିଲା ଜାମିନ: ଦେବେ ଜରିମାନା

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ'ଙ୍କ ସହ ହୋଇଥିବା ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସପନା ଗିଲ । ତେବେ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଯାଇଛି । ସପନାଙ୍କ ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ…

କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ: କୋର୍ଟଙ୍କ ରାୟକୁ ଅପେକ୍ଷା

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା । କୌଣସି ମୁହୂର୍ତ୍ତରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଜାମିନ ଆବେଦନ କରି ଲାହୋର ଉଚ୍ଚ…

ରକ୍ତରୁ ବ୍ୟାଡ୍ କୋଲେଷ୍ଟ୍ରଲକୁ ଛାଣି ଦିଏ ଏହି ଖାଦ୍ୟ, ଉଚ୍ଚରକ୍ତଚାପ ସହ ହାର୍ଟ ଆଟାକ୍ ଦୂର କରେ

ଭୁବନେଶ୍ୱର : ରକ୍ତରେ କୋଲେଷ୍ଟ୍ରଲ ସ୍ତର ଠିକ୍ ରହିଲେ, ଶରୀର ଏକଦମ୍ ଫିଟ୍ ରୁହେ । ରକ୍ତରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଥାଏ । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରଲ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲ । ବ୍ୟାଡ୍ କୋଲେଷ୍ଟ୍ରଲ…

କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଆଉ ୨ ଜୀବନ: ଏବେ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର: ଜିମରେ ବ୍ୟାୟାମ ଏବଂ ନାଚିବା ସମୟରେ ଲଗାତାର ହେଉଥିବା ମୃତ୍ୟୁ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କ୍ରିକେଟ ମଇଦାନରେ ସମାନ ଘଟଣା ଦେଖିବାକୁ ମିଳୁଛି । କ୍ରିକେଟ ଖେଳିବା ବେଳେ ଖେଳାଳିମାନେ…

ନୂଆ ଅନ୍ଦାଜରେ ନଜର ଆସିଲେ ରାହୁଲ ଗାନ୍ଧୀ: ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ବଦଳି ଯାଇଛି ରାହୁଲ ଗାନ୍ଧୀଙ୍କ ହାବଭାବ । ବର୍ତ୍ତମାନ ମଜାଦାର ମୁଡରେ ତାଙ୍କୁ ଦେଖିବାକୁ ମିଳୁଛି । ନିକଟରେ କାଶ୍ମୀର ଗୁଲମର୍ଗର ବରଫାଛନ୍ନ ପାହାଡରେ ରାହୁଲଙ୍କୁ…

ସୋସିଆଲ ମିଡିଆରେ IAS-IPS ଅଧିକାରୀଙ୍କ ଲଢେଇ , ରାଜ୍ୟ ଗୃହମନ୍ତ୍ରୀ ଦେଲେ ଚେତାବନୀ

ବେଙ୍ଗାଲୁର : ଦୁଇ ଜଣ ମହିଳା ସେବା ଅଧିକାରୀଙ୍କ ସର୍ବାଜନିକ ଭାବରେ ଫଟୋ ଲଢେଇକୁ ନେଇ କର୍ଣ୍ଣଟକ ପ୍ରଶାସନ ପୁରା ନକେଦମ୍ ହୋଇଗଲାଣି । ଝଗଡାର ଅନ୍ତ ଘଟାଇବାକୁ ଖୋଦ୍ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଚେତାବନୀ ଦେବାକୁ ପଡିଛି…

SBI ଗ୍ରାହକଙ୍କୁ ମିଳିବ ବଡ ଫାଇଦା: ବ୍ୟାଙ୍କ ତରଫରୁ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଗ୍ରାହକମାନଙ୍କୁ ବଡ ଫାଇଦା ମିଳିପାରେ ବୋଲି ବ୍ୟାଙ୍କ ତରଫରୁ ସୂଚନା…

ବହୁତ ଶୀଘ୍ର ଆସିବ ‘ହିଟ୍ ୱେଭ୍‌’ , ଜାଣନ୍ତୁ କେଉଁ ସହରର କେତେ ରହିବ ତାପମାତ୍ରା

ନୂଆଦିଲ୍ଲୀ : ଚଳିତବର୍ଷ ବହୁତ ଶୀଘ୍ର ‘ହିଟ୍ ୱେଭ୍‌’ ର ଆରମ୍ଭ ହେବାକୁ ଯାଉଛି । ହୋଲି ପୂର୍ବରୁ ଦେଶରେ ‘ହିଟ୍ ୱେଭ୍‌’ ର ଆରମ୍ଭ ହୋଇସାରିଥିବ ବୋଲି ଭାରତର କେନ୍ଦ୍ରୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା…

TATA IPL-2023 ପୂର୍ବରୁ ଧୋନୀଙ୍କୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଚେନ୍ନାଇର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟାଟା ଆଇପିଏଲ-୨୦୨୩ ପୂର୍ବରୁ ୟେଲୋ ଆର୍ମିକୁ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାର ପ୍ଲେୟର । ଦଳରେ ତାଙ୍କ…

୪ ଗୁଣା ସ୍ପିଡ୍ ହେବ ୱାଇଫାଇ ଇଣ୍ଟରନେଟ୍

ଭୁବନେଶ୍ୱର : ଆଜିର ସମୟରେ, ୱାଇଫାଇ କିଣିବା ଏବଂ କୌଣସି ସ୍ଥାନରେ ବା ଘରେ ଲଗାଇ ଏହାକୁ ବ୍ୟବହାର କରିବା ଟିକେ ମହଙ୍ଗା ହୋଇଛି । ଯଦି ଆପଣ ଏକ ୱାଇଫାଇ ସଂଯୋଗ ନିଅନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୨୦୦୦ ରୁ ୪୦୦୦…